ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨୦୦୦ ପାଖାପାଖି; ଚବିଶ ଘଣ୍ଟାରେ ୩, ୯୬୭ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ମେ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୧୯୭୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୭୯୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୬୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୮ ଜଣ, ଆସାମରେ ୨ ଜଣ, ବିହାରରେ ୭ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୧୫ ଜଣ, ଗୁଜରାଟରେ ୫୮୬ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୧ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୩୭ ଜଣ, ମହାରାଷ୍ଟ୍ରରେ ୧୦୧୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୨ ଜଣ, ରାଜସ୍ଥାନରେ ୧୨୫ ଜଣ, ତାମିଲନାଡୁରେ ୬୬ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୮୮ ଜଣ ଏବଂ ପଶ୍ଚମବଙ୍ଗରେ ୨୧୫ ଜଣ ।

Image Source: Zee News

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୨୦୫), ଅରୁଣାଚଳ ପ୍ରଦେଶ (୧), ଆସାମ (୮୭), ବିହାର (୯୯୪), ଚଣ୍ଡିଗଡ଼ (୧୯୧), ଛତିଶଗଡ଼ (୬୦), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୮୪୭୦), ଗୋଆ (୧୪), ଗୁଜରାଟ (୯୫୯୧), ହରିୟାଣା (୮୧୮), ହିମାଚଳ ପ୍ରଦେଶ (୭୪), ଜମ୍ମୁ ଓ କଶ୍ମୀର (୯୮୩), ଝାଡ଼ଖଣ୍ଡ (୧୯୭) କର୍ଣ୍ଣାଟକ (୯୮୭), କେରଳ (୫୬୦), ଲଦାଖ (୪୩), ମଧ୍ୟପ୍ରଦେଶ (୪୪୨୬), ମହାରାଷ୍ଟ୍ର (୨୭୫୨୪), ମଣିପୁର (୩), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୬୧୧), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୩୫), ରାଜସ୍ଥାନ (୪୫୩୪), ତାମିଲନାଡୁ (୯୬୭୪), ତେଲେଙ୍ଗାନା (୧୪୧୪), ତ୍ରିପୁରା (୧୫୬), ଉତ୍ତରାଖଣ୍ଡ (୭୮), ଉତ୍ତରପ୍ରଦେଶ (୩୯୦୨) ଓ ପଶ୍ଚିମବଙ୍ଗ (୨୩୭୭) ।

Image Source: Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୧୯୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୯), ବିହାର (୪୧୧), ଚଣ୍ଡିଗଡ଼ (୩୭), ଛତିଶଗଡ଼ (୫୬), ଦିଲ୍ଲୀ (୩୦୪୫), ଗୋଆ (୭), ଗୁଜରାଟ (୩୭୫୩), ହରିୟାଣା (୪୩୯), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୪୮୫), ଝାଡ଼ଖଣ୍ଡ (୮୭), କର୍ଣ୍ଣାଟକ (୪୯୧), କେରଳ (୪୯୧), ଲଦାଖ (୨୨), ମଧ୍ୟପ୍ରଦେଶ (୨୧୭୧), ମହାରାଷ୍ଟ୍ର (୫୦୫୯), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧) ଓଡ଼ିଶା (୧୫୮), ପୁଦ୍ଦୁଚେରୀ (୯), ପଞ୍ଜାବ (୨୨୩), ରାଜସ୍ଥାନ (୨୫୮୦), ତାମିଲନାଡୁ (୨୨୪୦), ତେଲେଙ୍ଗାନା (୯୫୦), ତ୍ରିପୁରା (୨୯), ଉତ୍ତରାଖଣ୍ଡ (୫୦), ଉତ୍ତରପ୍ରଦେଶ (୨୦୭୨) ଓ ପଶ୍ଚିମବଙ୍ଗ (୭୬୮) ।

 

ସମ୍ବନ୍ଧିତ ଖବର