ଦୀପିକା ଏବେ କିଭଳି ଦେଶଦ୍ରୋହୀ ହୋଇଗଲେ: କହ୍ନେୟା

ନୂଆଦିଲ୍ଲୀ: ପୂର୍ବତନ ଜେଏନ୍‌ୟୁ ଛାତ୍ର ନେତା କହ୍ନେୟା କୁମାର ଆଜି ଦିଲ୍ଲୀରେ ଏକ ଆନ୍ଦୋଳନରେ କହିଛନ୍ତି , ଦୀପିକା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପକ୍ଷରେ ପ୍ରଚାର କଲାବେଳେ ଦେଶଭକ୍ତ ଥିଲେ କିନ୍ତୁ ସେ ଜେଏନ୍‌ୟୁ ଆସିବାପରେ ଦେଶଦ୍ରୋହୀ ହୋଇଗଲେ। ବିଜେପିର ଏଭଳି ଚିନ୍ତାଧାରା ବିରୋଧରେ ଆମର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର