ପୁଅଙ୍କ ଫିଲ୍ମ ପ୍ରମୋସନ୍‌ ପାଇଁ ଅଡ଼ୁଆରେ କୁମାରସ୍ବାମୀ

ନୂଆଦିଲ୍ଲୀ,  : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ତାଙ୍କ ପୁଅ ନିଖିଲ ଗୌଡ଼ାଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ ସୀତାରାମ କଲ୍ୟାଣ’ ଦେଖିବା ପରେ ସୋସିଆଲ ମିଡିଆରେ ଏହାର ପ୍ରଶଂସା କରି ଅଡ଼ୁଆରେ ପଡ଼ିଛନ୍ତି। ରାଜ୍ୟର ମରୁଡ଼ି ଏବଂ କୃଷି ସଙ୍କଟର ସମାଧାନ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଫିଲ୍ମ ପ୍ରମୋସନରେ ମାତିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର