ଦୂତିଙ୍କୁ ମୋଦୀ ମନ୍ତ୍ର: ତୁମ ନାମର ଅର୍ଥ ‘ଚମକ’; ଦେଶବାସୀଙ୍କୁ ଚମକାଇ ଦିଅ

ନୂଆଦିଲ୍ଲୀ: ଆଶା, ଆକାଂକ୍ଷାର ଅଦୃଶ୍ୟ ବୋଝ ତଳେ ଦବିବା ଆଦୌ ଦରକାର ନାହିଁ। ଆପଣ ଏହି ଦେଶ ପାଇଁ ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦେଶ ଆଶା କରୁଛି ଆପଣ ଅଲିମ୍ପିକ୍ସ ପୋଡିୟମ‌ରେ ସ୍ଥାନ ପାଇବେ। ଦୂତିର ଅର୍ଥ ହିଁ ହେଉଛି ଚମକ ବା ଆଭା। ଖେଳକୁ ମାଧ୍ୟମ କରି ଆପଣ ଏହି ଚମକକୁ ଚାରିଆଡ଼େ ବିଚ୍ଛୁରିତ କରି ଚାଲିଛନ୍ତି। ଏବେ ଆପଣ ଅଲିମ୍ପିକ୍ସରେ କମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଣୁ ସମସ୍ତ ଚିନ୍ତା, କଷ୍ଟ ଓ ଚାପକୁ ପଛରେ ପକାଇ ଅଲିମ୍ପିକ୍ସରେ ଅଂଶଗ୍ରହଶ କରନ୍ତୁ। ସାରାଦେଶ ଆପଣଙ୍କ ସହ ଅଛି।– ବିବରଣୀ ଖେଳପୃଷ୍ଠାରେ

ସମ୍ବନ୍ଧିତ ଖବର