ଆକ୍ରମଣ ଯୋଜନା କରୁଛି ଜୈସ୍‌

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆସନ୍ତା ୩-୪ ଦିନ ମଧ୍ୟରେ ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ପରି ପୁଣି ବଡ଼ ଆକ୍ରମଣ ଘଟିପାରେ। ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ (ଜୈସ୍‌ ଏ ମହମ୍ମଦ୍‌) ଏନେଇ ଯୋଜନା ଚଳାଇଛି। ପାକିସ୍ତାନରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣରେ ଜୈସ୍‌ର ଏକ ବଡ଼ ଆତଙ୍କବାଦୀ ଶିବିର ଧ୍ବଂସ ହୋଇଯାଇଥିବାରୁ ଜେଇଏମ୍‌ ଏହାର ପ୍ରତିଶୋଧ ନେବାପାଇଁ ପ୍ରସ୍ତୁତ ହେଉଛି। ଗୁଇନ୍ଦା ସୁତ୍ରରୁ ଏହି ଖବର ମିଳିବାପରେ ଏବେ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର