ଦୀପିକାଙ୍କ ବାପା-ମା’ଙ୍କ ସୁରକ୍ଷା କଡ଼ାକଡ଼ି

ପଦ୍ମାବତୀ ଫିଲ୍ମରେ ରାଣୀ ପଦ୍ମିନୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକାଙ୍କ ମୁଣ୍ଡକାଟ ସହ ତାଙ୍କୁ ଜିଅନ୍ତା ଜାଳିବା ପରି ଧମକ ମିଳୁଥିବାରୁ ଦୀପିକାଙ୍କ ସହ ତାଙ୍କ ବାପା ମା’ଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରି ଦିଆଯାଇଛି। ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ବେଲାଙ୍ଗୁରୁର ଜେସି ନଗର ସ୍ଥିତ ବାସଭବନରେ ତାଙ୍କ ବାପା ମା’ଙ୍କ ସୁରକ୍ଷା ଲାଗି ଘର ବାହାରେ ବ୍ୟାପକ ପୁଲିସ କର୍ମୀ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର