ତାଜମହଲ ୧୫ ଦିନ ବନ୍ଦ ହେବା ୪୯ ବର୍ଷରେ ପ୍ରଥମ ଘଟଣା

ଲକ୍ଷ୍ନୌ: କରୋନା ଭାଇରସ୍‌ ବ୍ୟାପୁଥିବାରୁ ତାଜମହଲ ୧୫ ଦିନ ପାଇଁ ବନ୍ଦ ରହିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ତାଜମହଲ ବନ୍ଦ ରଖିବାକୁ ଗତକାଲି ଏଏସ୍‌ଆଇ ନିର୍ଦ୍ଦେଶ ଦେଇଥିଲେ। ତେବେ ତାଜମହଲ ୧୫ ଦିନ ପାଇଁ ବନ୍ଦ ହେବା ୪୯ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ପୂର୍ବରୁ ୨ ଥର ତାଜମହଲ ବନ୍ଦ ରହିଥିଲା। ପାକିସ୍ତାନ ସହ ୧୯୭୧ ଯୁଦ୍ଧ ସମୟରେ ତାଜମହଲ ୧୫ ଦିନ ପାଇଁ ବନ୍ଦ ଥିଲା ଏବଂ ୧୯୭୮ ବନ୍ୟା ସମୟରେ ତାଜମହଲ ୭ ଦିନ ପାଇଁ ବନ୍ଦ ଥିଲା।

ସମ୍ବନ୍ଧିତ ଖବର