ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କଲା ସିବିଆଇ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ସୁପ୍ରିମ୍‌ କୋର୍ଟରେ ବନ୍ଦ ଲଫାପାରେ ତଦନ୍ତ ରିପୋର୍ଟ ଦାଖଲ କରିଛି। ସିବିଆଇ ତଦନ୍ତର ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଆସନ୍ତା ୨୦୧୮ ଫେବ୍ରୁଆରି ମାସରେ ସୁପ୍ରିମ୍‌ କୋର୍ଟ ଏହି ମାମଲାର ଚୁଡ଼ାନ୍ତ ରାୟ ଶୁଣାଇବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର