ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆପଣ ସମ୍ମାନିତ ହୋଇପାରନ୍ତି। ସୋମ ଓ ମଙ୍ଗଳବାର: ସବୁ କାମ ସହଜରେ ପୂରା ହେବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ପ୍ରେମ ଜୀବନ ଭଲ ରହିବ।

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୁଧ ଓ ଗୁରୁବାର: ଲୋକପ୍ରିୟତା ବଢ଼ିବ। ଶୁକ୍ର ଓ ଶନିବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ।

ରବିବାର: ଦାୟିତ୍ବ ସଂପୂର୍ଣ୍ଣ କରିବେ। ସୋମ ଓ ମଙ୍ଗଳବାର: ରୋଜଗାର ଲାଗି ନୂଆ ସୁଯୋଗ ପାଇବେ। ବୁଧ ଓ ଗୁରୁବାର: ସବୁ ଇଚ୍ଛା ପୂରଣ ହେବ। ଶୁକ୍ର ଓ ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ ଓ ମଙ୍ଗଳବାର: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ବୁଧ ଓ ଗୁରୁବାର: ନୂଆ ଦାୟିତ୍ବ ଆସିପାରେ। ଶୁକ୍ର ଓ ଶନିବାର: ବିବାଦର ସମାଧାନ ହେବ।

ରବିବାର: ନୂଆ କଳା କୌଶଳ ଶିଖିବେ। ସୋମ ଓ ମଙ୍ଗଳବାର: ପରିବାରରେ ପ୍ରସନ୍ନତା ରହିବ। ବୁଧ ଓ ଗୁରୁବାର: ଆୟରେ ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ପ୍ରତିଷ୍ଠା ବୃଦ୍ଧି ସୁଯୋଗ ପାଇବେ।

ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟ ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ର ଓ ଶନିବାର: ସବୁ କାମ ମନମୁତାବକ ପୂରା ହେବ।

ରବିବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ସୋମ ଓ ମଙ୍ଗଳବାର: ସବୁ ଚାଲେଞ୍ଜ୍‌ର ମୁକାବିଲା କରିପାରିବେ। ବୁଧ ଓ ଗୁରୁବାର: ନୂଆ କାମରେ ଲାଭ ହେବ। ଶୁକ୍ର ଓ ଶନିବାର: ଶିକ୍ଷକଙ୍କ ସହଯୋଗ ପାଇବେ।

ରବିବାର: ନୂଆ କାମ କରିବା ଲାଗି ଭାବିବେ। ସୋମ ଓ ମଙ୍ଗଳବାର: ଭଲ କଂପାନିରେ ଚାକିରି ପାଇବେ। ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

ରବିବାର: ଜୀବନସାଥୀଙ୍କୁ ମନର କଥା କହିବେ। ସୋମ ଓ ମଙ୍ଗଳବାର: ଆୟ ଉତ୍ସରେ ସ୍ଥିରତା ଆସିବ। ବୁଧ ଓ ଗୁରୁବାର: ଜମି କିଣିପାରନ୍ତି। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ରବିବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ସୋମ ଓ ମଙ୍ଗଳବାର: ସୁଖ ସମୃଦ୍ଧି ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଅଧୁରା ଥିବା କାମ ପୂରା ହେବ। ଶୁକ୍ର ଓ ଶନିବାର: ଧନଲାଭ ହେବ।

ରବିବାର: ଭଲ ଖବର ପାଇବେ। ସୋମ ଓ ମଙ୍ଗଳବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବୁଧ ଓ ଗୁରୁବାର: ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ। ଶୁକ୍ର ଓ ଶନିବାର: ଉନ୍ନତିର ନୂଆ ରାସ୍ତା ଖୋଲିବ।

ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ ଓ ମଙ୍ଗଳବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ବୁଧ ଓ ଗୁରୁବାର: ଚାକିରି ବଦଳାଇବାକୁ ମନସ୍ଥ କରିପାରନ୍ତି। ଶୁକ୍ର ଓ ଶନିବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ।

ସମ୍ବନ୍ଧିତ ଖବର