ଡ୍ରାଇଭ୍‌ ଇନ୍‌ରେ ଦ୍ବିତୀୟ ଡୋଜ୍ ପାଇଁ ବୁକିଂ ଦରକାର

ଭୁବନେଶ୍ବର : ୪୫ ବର୍ଷରୁ ଊର୍ଦ୍ଧ୍ବ ଯେଉଁମାନେ ଡ୍ରାଇଭ୍ ଇନ୍ ଟିକା ଅଭିଯାନରେ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନଙ୍କୁ ଏବେ ଦ୍ବିତୀୟ ଡୋଜ୍ ଟିକା ପାଇଁ ବୁକିଂ କରିବାକୁ ପଡ଼ିବ। ସେମାନେ ଯେକୌଣସି ଡ୍ରାଇଭ୍ ଇନ୍‌ ଟିକା‌ କେନ୍ଦ୍ର ପାଇଁ ବୁକିଂ କରିପାରିବେ। ପ୍ରତିଦିନ ଅପରାହ୍‌ଣ ୫ଟାରୁ ୬ଟା ମଧ୍ୟରେ ଏହି ବର୍ଗଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ।

ସମ୍ବନ୍ଧିତ ଖବର