ଓଡ଼ିଶା ବାଳକ ହ୍ୟାଣ୍ଡ୍‌ବଲ୍‌ ଦଳର ଦିଲ୍ଲୀ ଯାତ୍ରା

ଭୁବନେଶ୍ବର: ୩୫ତମ ଜାତୀୟ ଉପକନିଷ୍ଠ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ସୋମବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଦିଲ୍ଲୀରେ ଏହି ପ୍ରତିଯୋଗିତା ୨୬ରୁ ୩୦ ତା‌ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବାଗତ ସାଗର ସ୍ବାଇଁ, ଚନ୍ଦ୍ରଶେଖର ମହାପାତ୍ର, ଦୀନେଶ ପୃଷ୍ଟି, ପ୍ରବୀଣ କୁମାର ସାହୁ, ଖଗେଶ୍ବର ଭୂୟାଁ, କାମଦେବ କାଡ଼ଙ୍ଗା, ଶୁଭମ୍‌ ରାୟ, ଜ୍ଞାନରଞ୍ଜନ ଦାସ, ସଦାଶିବ ରାଉତ, ରାଜାରାମ ପଣ୍ଡା, ଅନିଲ କୁମାର ଦାସ, ପ୍ରଶାନ୍ତ କୁମାର ନାୟକ ହୃଷିକେଶ ବନ୍ଦିଆ, ବିଶ୍ବଜିତ୍‌ ପଣ୍ଡା, ଅନିତ୍ୟ ନିହାର ସେଠୀ, ମନୋଜ ସେଠୀ ଦଳରେ ସ୍ଥାନ ପାଇଥିଲା ବେଳେ ସନ୍ଦୀପ କୁମାର ପାତ୍ର (ପ୍ରବନ୍ଧକ) ଓ ମହମ୍ମଦ ଇମ୍ରାନ୍‌ (ପ୍ରଶିକ୍ଷକ) ମଧ୍ୟ ଦିଲ୍ଲୀ ଯାତ୍ରା‌ କରିଛନ୍ତି।

ସମ୍ବନ୍ଧିତ ଖବର