ଓଡ଼ିଶା କୁସ୍ତି ଦଳର ଅଯୋଧ୍ୟା ଯାତ୍ରା

କଟକ: ଆସନ୍ତା ୨୯ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟାରେ ହେବାକୁଥିବା ଜାତୀୟ ବରିଷ୍ଠ କୁସ୍ତି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଯାତ୍ରା ଆରମ୍ଭ କରିଛି। ମହିଳା ବିଭାଗରେ ସୁବର୍ଣ୍ଣ ନାୟକ, ଅନୁପମା ସ୍ବାଇଁ, ପ୍ରିୟଦର୍ଶିନୀ ଖଟୁଆରୀ, ଆଜିଜା ବେଗମ୍‌, ତାହିରା ଖାତୁନ୍‌, ସାହାନାଜ ଖାତୁନ୍‌, ପାର୍ବତୀ ପଲେଇ ସ୍ଥାନ ପାଇଥିଲାବେଳେ ପ୍ରଶିକ୍ଷକ ଭାବେ ଶ୍ୟାମସୁନ୍ଦର ମହାପାତ୍ର, ପ୍ରବନ୍ଧକ ଭାବେ ପ୍ରୀତି ପ୍ରକାଶିନୀ ରଥ ନିୟୋଜିତ ହୋଇଛନ୍ତି। ସେହିପରି ପୁରୁଷ ଦଳରେ ବିଜୟ କୁମାର ନାୟକ, ଅଜିତ କୁମାର ଫୁଲଟନ୍‌, ଅମିତ କୁମାର ନାୟକ, ଲୋକେଶ୍ବର ସାହୁ, ସୂର୍ଯ୍ୟଶେଖର ମିଶ୍ର, ବିକାଶ, ପ୍ରଶାନ୍ତ ବିଶ୍ବାଳ, ତୁଳସୀରାମ ମାଝୀ, ଅର୍ଜୁନ ପଣ୍ତା, ପ୍ରତାପ ପ୍ରଧାନ, କେଦାର ଦଳେଇ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶିକ୍ଷକ ଭାବେ କାଳନ୍ଦି ଚରଣ ମାଳିଆ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଓ ପ୍ରବନ୍ଧକ ଭାବେ ସନ୍ତୋଷ ଦାସ ନିଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର