ବିଶ୍ୱକପ: ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ୍‌, ଫିଲ୍ଡିଂ କରିବ ଇଂଲଣ୍ଡ୍‌

ଲଣ୍ଡନ: ଆଜି ଆଇସିସି ବିଶ୍ୱକପର ଶେଷତମ ତଥା ଫ୍ୟାଇନାଲ୍‌ ମ୍ୟାଚ୍‌। ଆଜିର ମାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଟକ୍କର ଦେବ ଇଂଲଣ୍ଡ। ଅପରାହ୍ନ ୩ଟାରେ ମ୍ୟାଚ୍‌ ହେବାକୁ ଥିବା ବେଳେ ବର୍ଷା ଲାଗି ରହିଥିବା ହେତୁ ଟସ୍‌ ପଡ଼ିବାକୁ ୧୫ ମିନିଟ୍‌ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ନ୍ୟୁଜିଲାଣ୍ଡ୍‌ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଲଣ୍ଡନ୍‌ରେ ରାତି ଯାକ ବର୍ଷା ହୋଇଥିବା କାରଣରୁ ଲର୍ଡସ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହେବାକୁ ଥିବା ଏହି ଫାଇନାଲ୍‌ ମ୍ୟାଚ୍‌କୁ କିଛି ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଆଜିର ମ୍ୟାଚ୍‌କୁ ବର୍ଷା କିଛି ମାତ୍ରାରେ ପ୍ରଭାବିତ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି

ସମ୍ବନ୍ଧିତ ଖବର