କୋହଲିଙ୍କୁ ଓ୍ଵିଲିସ୍‌ଙ୍କ ବିରୋଧ

ନୂଆଦିଲ୍ଲୀ : ଜୁନ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତରେ ଯିବ। ନିଜକୁ ଭଲରେ ପ୍ରସ୍ତୁତ କରିବାକୁ ଅଧିନାୟକ ବିରାଟ କୋହଲି କାଉଣ୍ଟି ଦଳ ସରେ ପାଇଁ ଖେଳିବାକୁ ଆଗୁଆ ଇଂଲଣ୍ଡ ଗସ୍ତ କରିବା ଯୋଜନା କରିଛନ୍ତି। ତେବେ ସରେ ସହ ଚୁକ୍ତି ହେବା ପରେ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ବବ୍‌ ଓ୍ଵିଲିସ୍‌ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଭ୍ରମଣକାରୀ ଦଳର କୌଣସି ଖେଳାଳିଙ୍କୁ କାଉଣ୍ଟିରେ ସୁଯୋଗ ଦିଆଯିବା ଉଚିତ୍‌ ନୁହେଁ ବୋଲି ଏହି ୬ ଫୁଟ୍‌ ୬ ଇଞ୍ଚ ଉଚ୍ଚତାର ପୂର୍ବତନ ଖେଳାଳି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର