ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ସିବିଆଇ ଚାର୍ଜସିଟରେ ଯୋଡ଼ିହେଲେ ଆଶୀର୍ବାଦ ବେହେରା ଓ କମଳାକାନ୍ତ ଦାଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଗୁରୁବାର ସପ୍ଲିମେଣ୍ଟାରି ଚାର୍ଜସିଟ୍‌ ଦାଖଲ କରିଛି। ସିବିଆଇର ଚାର୍ଜସିଟ୍‌ରେ ଆଶୀର୍ବାଦ ବେହେରା ଓ କମଳକାନ୍ତ ଦାଶଙ୍କ ନାଁ ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ସବିଆଇ ଏପର୍ଯ୍ୟନ୍ତ ୪ଟି ଚାର୍ଜସିଟ୍‌ ଦାଖଲ କରିସାରିଛି। ଏହି ୪ଟି ଚାର୍ଜସିଟ୍‌ରେ ମୋଟ ୩୩ ଜଣଙ୍କ ନାମ ରହିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର