Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛିି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ଅଶୋକ ପାଣିଗାହୀଙ୍କ ଠାରୁ ପ୍ରାୟ ୨ ହଜାର ଭୋଟ୍ରେ ଆଗରେ ଅଛନ୍ତି। ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସାହୁ ୫୬୮୧ ଖଣ୍ଡ ଭୋଟ୍ ପାଇତିବା ବେଳେ ଶ୍ରୀ ପାଣିଗ୍ରାହୀ ୨୬୯୭ ଖଣ୍ଡ ଭୋଟ୍ ପାଇଛନ୍ତି।