ଶ୍ରୀମନ୍ଦିରରେ ଦୟଣାଚୋରି ନୀତି

ପୁରୀ : ରବିବାର ଦିନ ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦୟଣାଚୋରି ନୀତି ପାଳିତ ହୋଇଯାଇଛି। ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସହ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ ଆଜି ବନ୍ଧା ପଡ଼ିଛନ୍ତି। ଭୋଗମଣ୍ଡପ ଘରେ ଶ୍ରୀଦେବୀ, ଭୂଦେବୀ ଓ ମଦନ‌ମୋହନଙ୍କୁ ମୁଦ ଦେଇ ରଖାଯାଇଛି।

ସମ୍ବନ୍ଧିତ ଖବର