୨୪ ଘଣ୍ଟା ଭିତରେ କରୋନା ଜନିତ ମୋଟ୍ ୨୬୭ଟି ମାମଲା ରୁଜୁ

ଭୁବନେଶ୍ୱର: ଗତକାଲି ସକାଳରୁ ଆଜି ସକାଳ ସୁଦ୍ଧା କରୋନା ଜନିତ ମୋଟ୍ ୨୬୭ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୨୩୮ଟି ମାମଲା ଲକଡାଉନ୍ ନିୟମ ଉଲ୍ଲଂଘନ ସକାଶେ ହୋଇଥିବା ବେଳେ ୨୧ଟି ମାମଲା ସଂଗରୋଧ ମାମଲା ରୁଜୁ ହୋଇଛି। ଏହାଛଡ଼ା ୫ଟି ଅନ୍ୟ ମାମଲା ରୁଜୁ ହୋଇଥିବା ପୁଲିସ୍ ମହାନିର୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର