ଏଲ୍‌ଆଣ୍ଡଟି ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ୧୦୬ ୟୁନିଟ୍‌ ରକ୍ତ ସଂଗୃହୀତ

କଟକ : ଗୋପାଳପୁର ବାଲିକୁଦାସ୍ଥିତ ଏଲ୍‌ଆଣ୍ଡଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରୁ ୧୦୬ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ପ୍ରତିଷ୍ଠାନର ଆଞ୍ଚଳିକ ପ୍ରଶିକ୍ଷଣ ପରିଚାଳକ ପର୍ଶୁରାମ ଓ ପ୍ରଶାସନିକ ଅଧିକାରୀ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ, କେ.ମାନସିଂହ, ସୁଶୀଲ ମେକ୍‌ଆପ୍‌, ମାନସ ରଂଜନ ସାହୁ, ଶଶୀ ପ୍ରସାଦ, ଏସ୍‌.ଆର୍‌ ରେଡ୍ଡୀ, ଶୁଭେନ୍ଦୁ କୁମାର ମହାନ୍ତି ଓ ପି.ମହାନ୍ତି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର