ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ, ‘ଘରେ ରହି ପାଠ ପଢ଼’

ଭୁବନେଶ୍ବର: ସଂପ୍ରତି ଲକ୍‌ଡାଉନ୍ ଯୋଗୁ ପିଲାମାନଙ୍କର ପାଠପଢା ବ୍ୟାଘାତ ହୋଇଛି। ଏଭଳି ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି,‘ ଆମେ ଜୀବନରେ ଯାହା ଦେଖି ନଥିଲୁ, ତୁମେ ତାହା ଅଙ୍ଗେ ନିଭେଇଲ; ଘରେ ରହି ପାଠ ପଢ଼।’

image source-newindianexpress.com

ଏହାଛଡ଼ା ଗଣଶିକ୍ଷା ମନ୍ତ୍ରୀ ୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ୍ ଜରିଆରେ ପଠାଇ ଦିଆଯାଇଛି ଏବଂ ଆଗାମୀ ଜୁନ୍ ୧୫ ତାରିଖରୁ ପୁଣି ଥରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର