ଔପନ୍ୟାସିକ ପ୍ରଦୀପ ଦାଶ ପାଇବେ ୨୦୧୯ ପାଇଁ ଶାରଳା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌) ତଥା ଔପନ୍ୟାସିକ ପ୍ରଦୀପ ଦାଶ ୨୦୧୯ ବର୍ଷ ପାଇଁ ଶାରଳା ପୁରସ୍କାର ପାଇବେ। ଇମ୍ପାକ୍ଟ ପକ୍ଷରୁ ଶୁକ୍ରବାର ଏହା ଘୋଷଣା କରଯାଇଛି। ଉପନ୍ୟାସ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ଔପନ୍ୟାସିକ ପ୍ରଦୀପ ଦାଶଙ୍କୁ ଶାରଳା ପୁରସ୍କାର ଦିଆଯିବ। ଆଗାମୀ ୨୬ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦୀପ ଦାଶ ଶାରଳା ପୁରସ୍କାର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର