ପୁରୀ ରେଳଷ୍ଟେସନ୍‌ ବିଶ୍ବ ସ୍ତରର ହେବ

ଟେଣ୍ଡର୍‌ ଆହ୍ବାନ ‌କରାଗଲା

ଭୁବନେଶ୍ବର : ଧାର୍ମିକ ସହର ପୁରୀର ରେଳ‌ ଷ୍ଟେସନ୍ରେ ଯାତ୍ରୀମାନଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ମିଳିବ। ଏଥି ପାଇଁ ଷ୍ଟେସନ୍‌ରେ ବିଶ୍ବସ୍ତରର ଭିତ୍ତିଭୂମି ନିର୍ମାଣ ହେବ। ବିଶ୍ବସ୍ତରର ଭିତ୍ତିଭୂମି ନିର୍ମାଣ ହେବ। ଏ ଦିଗରେ ବହୁ ମାନସ ମନ୍ଥନ ପରେ ଆଜି ରେଲ୍‌ ଲ୍ୟାଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ ଅଥରିଟି(ଆର୍‌ଏଲ୍‌ଡିଏ) ପକ୍ଷରୁ ଏଥି ପାଇଁ ଟେଣ୍ଡର୍‌ ଡକାଯାଇଛି। ଏହି ପ୍ରକଳ୍ପରେ ୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ୧୫ ତାରିଖରେ ଏହି ପ୍ରକଳ୍ପର ପ୍ରିବିଡ୍‌ ବୈଠକ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର