ପୁରୀ ସହରରେ ଲାଗୁ ହେବ ନାହିଁ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା

ପୁରୀ : ଗତକାଲି ପୁରୀ ସହରରେ ଧାରା ୧୪୪ ଲାଗୁ ହୋଇଥିବା କାରଣରୁ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଆଜି ଶନିବାର ଦିନ ପୁରୀ ଟାଉନରେ ସଟ୍‌ଡାଉନ୍ ଲାଗୁ ହେବନାହିଁ I ଗ୍ରାମାଞ୍ଚଳରେ କିନ୍ତୁ ସଟ୍‌ଡାଉନ୍ ଶନିବାର ଓ  ରବିବାର ଆଦେଶ ପ୍ରକାରେ ଲାଗୁ ରହିବ I

ପୁରୀ ମ୍ୟୁନିସିପାଲିଟି ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀମାନଙ୍କୁ ଆଜି ସହରରେ ସଟ୍‌ଡାଉନ୍ ନିୟମ ଲାଗୁ ନ କରିବା ପାଇଁ ନିର୍ଦେଶ ଦିଆ ଯାଇଛି I ଏହି କାରଣରୁ ପୁରୀରେ ସ୍ଥିତି ସ୍ବାଭାବିକ ଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର