ସୁକିନ୍ଦାରେ ଗଡ଼ିଲା ରେଳଗାଡ଼ି

କାଳିଆପାଣି: ସୁକିନ୍ଦାରେ ଅଞ୍ଚଳବାସୀଙ୍କ ବହୁ ଦିନର ସ୍ବପ୍ନ ସୁକିନ୍ଦା-ଅନୁଗୁଳ ରେଳ ଯୋଗାଯୋଗ ପୂରଣ ହେବାକୁ ଯାଉଛି। ଆଜି ପରୀକ୍ଷାମୂଳକ ଭାବେ ଅନୁଗୁଳ ବୁଢ଼ାପଙ୍କରୁ ୯୩ କିଲୋମିଟର ଦୂର ସୁକିନ୍ଦାର ବାଘୁଆପାଳ ପର୍ଯ୍ୟନ୍ତ ଇଞ୍ଜିନ ସହ ୱାଗନ ଗଡ଼ିଛି। ବାଟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ଭୁବନବାସୀଙ୍କ ପକ୍ଷରୁ ଏହି ରେଳଯାତ୍ରାକୁ ସ୍ବାଗତ କରାଯାଇଥିଲା।

ଗତ ୨୨ ତାରିଖ ଏଠାରେ ପ୍ରଥମ କରି କେବଳ ଇଞ୍ଜିନ ଗଡ଼ିଥିଲା।

ସମ୍ବନ୍ଧିତ ଖବର