ଦୁର୍ଘଟଣାରେ ପରିବାରର ୩ ମୃତ

କାଲିମେଳା : ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୩ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାନ୍ୟମକୋଣ୍ତା ପଞ୍ଚାୟତ ଅନ୍ତର୍ଗତ କୁସୁମପୁଟ ଗ୍ରାମର ମଙ୍ଗଳା ଗାଦବା, ତାଙ୍କ ପୁଅ ଓ ପତ୍ନୀ।

ବାଇକ୍‌-ପିକଅପ ଧକ୍କା, ୨ ମୃତ
ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଂଚଳରେ ଗୁରୁବାର ବାଇକ୍-ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବାଇକ୍ ଆରୋ‌ହୀ ହେଲେ ବରଗଡ଼ ଖଜୁରଟିକ୍ରାର ତାପସ ବିଶ୍ବାଳ ଓ କେଲେଣ୍ଡାର ମହେଶ ଭୋଇ।

ସମ୍ବନ୍ଧିତ ଖବର