ଆଚାର୍ଯ୍ୟ ହରିହର ପାଇଁ ୧୩ ପଦବି ମଞ୍ଜୁର

ଭୁବନେଶ୍ଵର : ରାଜ୍ୟର ପ୍ରମୁଖ କ୍ୟାନ୍‌ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନ୍‌ସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ଗତ ସପ୍ତାହରେ ରାଜ୍ୟ ସରକାର ଏହି ହସ୍ପିଟାଲରେ ୪ଟି ନୂଆ ବିଭାଗ ଖୋଲିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର