ହୋଣ୍ଡାର ନୂଆ ସ୍କୁଟର ‘ଗ୍ରାଜିଆ’ ବୁକିଙ୍ଗ୍‌ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ୨ହ୍ଵିଲର୍ସ ଇଣ୍ଡିଆର ନୂଆ ଅଟୋମେଟିକ୍‌ ସ୍କୁଟର ଗ୍ରାଜିଆ ପାଇଁ ଗ୍ରାହକମାନେ ବୁକିଙ୍ଗ୍‌ କରିପାରିବେ। କଂପାନିର ଯେ କୌଣସି ଡିଲରସିପ୍‌ରେ ୨୦୦୦ ଟଙ୍କା ଦେଇ ଏହି ସ୍କୁଟର ପାଇଁ ବୁକିଙ୍ଗ କରିହେବ। ଆସନ୍ତାକାଲିଠାରୁ ବୁକିଙ୍ଗ ଆରମ୍ଭ ହେବ। ଗ୍ରାଜିଆ ହେଉଛି ସହରାଞ୍ଚଳକୁ ଦୃଷ୍ଟିରେ ରଖି ହୋଣ୍ଡା ପକ୍ଷରୁ ବିକଶିତ କରାଯାଇଥିବା ଏକ ସର୍ବାଧୁନିକ ସ୍କୁଟର।

ସମ୍ବନ୍ଧିତ ଖବର