ଦେନା ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଦେନା ବ୍ୟାଙ୍କର ପ୍ରତିଷ୍ଠା ଦିବସ ଏହାର ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ପିଓଏସ୍‌ ଟର୍ମିନାଲ୍‌କୁ ଉନ୍ମୋଚନ କରାଯାଇଥିଲା। ଏହି ଟର୍ମିନାଲ୍‌ ଜରିଆରେ ଗ୍ରାହକମାନେ ଭାରତ କ୍ୟୁଆର୍‌ ଓ ୟୁପିଆଇକୁ ବ୍ୟବହାର କରି ପେମେଣ୍ଟ୍‌ କରିପାରିବେ। ଏହି ଅବସରରେ ବ୍ୟାଙ୍କର ଇଡି ରମେଶ ସିଂହ ଓ ଡକ୍ଟର ରାଜେଶ କୁମାର ଯଦୁବଂଶି ଷ୍ଟାଫ୍‌୍‌ମାନଙ୍କୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧିତ ଖବର