ଜିଓର ଦମ୍‌ଦାର୍‌ ଅଫର ସମ୍ପର୍କରେ ଜାଣନ୍ତୁ

0 14

ନୂଆଦିଲ୍ଲୀ: ଜିଓ ଏଥର ଦଶହରା ପୂର୍ବରୁ ଗ୍ରାହକମାନଙ୍କ ପାଇଁ ଆଣିଛି ଦମଦାର୍‌ ପ୍ଲାନ୍‌ । ଜିଓର ଏହି ଅଫର୍‌ ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ନୁହେଁ । ଏହି ଅଫର୍‌ ଜିଓଫାଇ ଡଙ୍ଗଲ ଉପରେ ରହିଛି। ୧୯୯୯ଟଙ୍କାର ଜିଓଫାଇର ମୂଲ୍ୟ ଏବେ କମି ୯୯୯ ଟଙ୍କା ହୋଇଯାଇଛି । ତେବେ ଏହି ଅଫର୍‌ ପାଇବା ପାଇଁ ହେଲେ ୨୦ ସେପ୍ଟେଟରରୁ ୩୦ ସେପ୍ଟେଟର ମଧ୍ୟରେ ଡଙ୍ଗଲ୍‌ କିଣିବାକୁ ପଡିବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.