୧ ଡଲାର = ୭୧.୨୧ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବାରେ ଲାଗିଛି। ଏପରିକି ପ୍ରତିଦିନ ଏହା ନୂଆ ସ୍ତରକୁ ଖସି ରେକର୍ଡ କରି ଚାଲିଛି। ସୋମବାର ୧ ଡଲାରର ମୂଲ୍ୟ ୭୧ ଟଙ୍କା ୨୧ ପଇସା ସ୍ତରକୁ ଖସିଯାଇଛି। ଗତମାସ ୩୧ ତାରିଖରେ ଟଙ୍କା ମୂଲ୍ୟ ରେକର୍ଡ ୭୧ ଟଙ୍କାକୁ ଖସି ଯାଇଥିବା ବେଳେ ଆଜି ଏଥିରେ ଆହୁରି ୨୧ ପଇସା ହ୍ରାସ ଘଟିଛି। ଟଙ୍କା ମୂଲ୍ୟ ତଳକୁ ତଳ ଖସିବା ସହିତ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରୁଥିଲେ ମଧ୍ୟ

ସମ୍ବନ୍ଧିତ ଖବର