ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ସୁବୋଧ ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ପିଏକ୍ସଇ (ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନୂଆ ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ (ଜି) ସୁବୋଧ କୁମାର ନାୟକ ସୋମବାର ଯୋଗଦାନ କରିଛନ୍ତି। ଜଣେ ଓଡ଼ିଆ ପିଏକ୍ସଇର ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଥିବାରୁ ବିଭିନ୍ନ ମହଲରେ ଖୁସି…
ଅଧିକ ଖବର ଦେଖନ୍ତୁ...

ସୁବୋଧ କୁମାର ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁର ପିଏକ୍ସଇ(ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ(ଜି) ସୁବୋଧ କୁମାର ନାୟକ ଯୋଗଦାନ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ଆଲୁମ୍‌ନି ଶ୍ରୀ ନାୟକ ୧୯୯୧ ମସିହାରେ ଉକ୍ତ ଅନୁଷ୍ଠାନରୁ ମେକାନିକାଲ…
ଅଧିକ ଖବର ଦେଖନ୍ତୁ...

ସୋରରେ ୬୦ରୁ ଅଧିକ ବେଆଇନ୍‌ ପାଥୋ​ଲାବ୍‌

ସୋର: ପାଥୋ​ଲୋଜି ରିପୋର୍ଟ ଠିକ୍‌ କି ଭୁଲ୍‌? ଏପରି ପ୍ରଶ୍ନ ଏବେ ସୋରବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ସୋର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଧିକାଂଶ ପାଥୋଲାବ୍‌ ବିନା ସରକାରୀ ଅନୁମତିରେ ଏବଂ ମନମୁଖି ଭାବେ ଚାଲିଥିବା ଜଣାପଡ଼ିଛି। ସୋର ସହର ସହ ଗ୍ରାମାଞ୍ଚଳରେ ଅନେକ ପାଥୋଲୋଜି…
ଅଧିକ ଖବର ଦେଖନ୍ତୁ...

କୁହୁଡ଼ି ଯୋଗୁଁ ସମୁଦ୍ରରେ ମାଛଧରା ବାଧାପ୍ରାପ୍ତ: ୫ ଦିନ ହେଲା ଅଟକିଛି ଶହ ଶହ ଡଙ୍ଗା

ଚନ୍ଦନେଶ୍ୱର: ଭୋଗରାଇ ଅଞ୍ଚଳରେ ଗତ ୫ ଦିନ ଧରି ଲାଗି ରହିଥିବା କୋହଲା ପାଗକୁ ଘନ କୁହୁଡ଼ି ଫଳରେ ସମୁଦ୍ରରେ ମାଛଧରା ବାଧାପ୍ରାପ୍ତ ହୋଇଛି। ମାଛ ଧରିବାକୁ ଯାଇ ନପାରି ଶହ ଶହ ଡଙ୍ଗା ସମୁଦ୍ରକୂଳରେ ଅଟକି ରହିଛି। ଭୋଗରାଇ ବ୍ଲକ୍‌ର ଉଦୟପୁର, ତାଳସାରୀ, ଚନ୍ଦ୍ରାବାଲି ମୁହାଣ ଦେଇ ପ୍ରତିଦିନ ଶହ…
ଅଧିକ ଖବର ଦେଖନ୍ତୁ...

ବନ୍ୟ ବିଭାଗକୁ ନାକେଦମ କଲାଣି ଡଲଫିନ

ଜଳେଶ୍ଵର: ଗତ ଗୁରୁବାର ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀର ବସ୍ତା ବ୍ଲକ ସ୍ଥିତ ଗୋଠଗଡ଼ିଆ ନିକଟରୁ ଉଦ୍ଧାର ହୋଇଥିବା ଡଲଫିନ ମାଛକୁ ସ୍ଥାନୀୟ ନଳବାହାର ମଠ ଚନ୍ଦନ ପୋଖରୀରେ ଛଡ଼ା ଯାଇଥିଲା। ହେଲେ ସେହି ଡଲଫିନକୁ କୌଣସି ଏକ ପ୍ରାକୃତିକ ନିବାସରେ ଛାଡ଼ିବା ପାଇଁ ଆଜି ଉକ୍ତ ପୋଖରୀରୁ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ଫେରିଥିଲେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେମୁଣା ଥାନା ଗାଙ୍ଗପୁରା ଗ୍ରାମର ଜଣେ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତ ଟ୍ରାକ୍ଟର ସହ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କଲ୍ୟାଣପୁର ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି

ଜଳେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତି ଆରପାରିରେ। ସେ ଗତ କିଛି ଦିନ ଧରି ଭୁବନେଶ୍ୱର ସ୍ଥିତ ଏମସରେ ଚିକିତ୍ସାଧୀନ ଥିବାବେଳେ ଆଜି ପୂର୍ବାହ୍ନ ୬ ଟା ୫୩ ମିନିଟ ସମୟରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍: ୨ ମୃତ, ଜଣେ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଙ୍ଗ ଜଣେ ଗୁରୁତର ହୋଇଛନ୍ତି। ବିବରଣୀରୁ ପ୍ରକାଶ ଯେ ଗତକାଲି ବସ୍ତା ଥାନା ଅଧୀନସ୍ଥ ବୃନ୍ଦାବନପୁର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ନାଳରୁ ଉଦ୍ଧାର ହେଲା ବିରଳ ଗାଙ୍ଗେୟ ଡଲ୍‌ଫିନ୍‌

ବାଲେଶ୍ବର/ଗାନ୍ଧୀଛକ: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ନଳବାହାରସ୍ଥିତ ଜଳକା ନଦୀର ଗୋଠଗଡ଼ିଆ ପାଣିନାଳରୁ ୫ ଫୁଟ୍‌ ଲମ୍ବର ଏକ ବିରଳ ଡଲଫିନ୍‌ ଉଦ୍ଧାର କରାଯାଇଛି। ଗୁରୁବାର ସକାଳେ ସ୍ଥାନୀୟ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଯୋରକୁ ମାଛ ଧରିବାକୁ ଯାଇଥିବା ବେଳେ ଡଲଫିନ୍‌ଟି ଖେଳୁଥିବା…
ଅଧିକ ଖବର ଦେଖନ୍ତୁ...

ନଦୀରୁ ଉଦ୍ଧାର ହେଲା ଡଲଫିନ: ପୋଖରୀରେ ଛାଡ଼ିଲେ ଗାଁ ଲୋକ

ବସ୍ତା: ନଦୀରୁ ଉଦ୍ଧାର ହେଲା ଡଲଫିନ। ପୋଖରୀରେ ଛାଡ଼ିଲେ ଗାଁ ଲୋକ। ଡଲଫିନକୁ ନଦୀରୁ ଉଦ୍ଧାର କରିବା ପରେ କାନ୍ଧରେ ଧରି ଗାଁଦାଣ୍ଡରେ ବୁଲିଲେ। ପରେ ଗାଁ ଲୋକେ ନଳବାର ଗାଁ ମଠ ପୋଖରୀରେ ଡଲଫିନକୁ ଛାଡ଼ି ଦେଇଥିଲେ। ବାଲେଶ୍ବର ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...