ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ନାବାଳିକା

ଦେବଗଡ଼: ପ୍ରେମିକ ଦ୍ୱାରା ଦୁଷ୍କର୍ମ ଓ ପ୍ରତାରଣାର ଶିକାର ହେବା ପରେ ଗର୍ଭପାତ ପାଇଁ ସେ ଦେଇଥିବା ଔଷଧ ଖାଇ ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜନୈକା ନାବାଳିକାଙ୍କ ପକ୍ଷରୁ ପ୍ରେମିକ ବିରୋଧରେ ବୁଧବାର ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବୋହୂକୁ ତଣ୍ଟି ଚିପି ମାରିବା ଘଟଣା :ମିଳିଲାନି ଶବ, ସଂଦେହ ଦୃଢ଼ୀଭୂତ

ଦେବଗଡ: ଜିଲ୍ଲାରେ ଚହଳ ପକାଇ ଦେଇଥିବା ବୋହୂକୁ ଶ୍ୱଶୁର ତଣ୍ଟି ଚିପି ହତ୍ୟା କରିବା ପରେ ପାଣିରେ ଫିଙ୍ଗି ଦେବା ଘେଟଣାରେ ମଙ୍ଗଳବାର ସୁଦ୍ଧା ପୁଲିସ୍‌କୁ ସେଭଳି କୌଣସି ସପଳତା ମିଳିପାରି ନାହିଁ। ଶ୍ୱଶୁର ରବି ବେହେରା ବୋହୂ ସୋନାଲିକୁ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇ ଯାଇ…
ଅଧିକ ଖବର ଦେଖନ୍ତୁ...

ଜାଲ ନୋଟ କାରବାର, ୩ କୋର୍ଟ ଚାଲାଣ

କେସିଙ୍ଗା: ଜାଲ୍‌ ନୋଟ କାରବାର କରୁଥିବା ଅଭିଯୋଗରେ କେସିଙ୍ଗା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଟିଟିଲାଗଡ଼ ଠିକାଦାରପଡ଼ାର ଗୋବିନ୍ଦ ରାଓ, ଟିଟିଲାଗଡ ନାନାଝରର ଶଙ୍କର ଛୁରା ଏବଂ ସର୍ଗିଗୁଡ଼ାର ବିକାଶ ସାହୁ। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା

ରିଆମାଳ: ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କରଲଗା ଗାଁରେ ଜଣେ ନବବିବାହିତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ କରଲଗା ଗାଁର ନାରାୟଣ ମହାନ୍ତିଙ୍କ ପୁଅ କରୁଣାକର ମହାନ୍ତି ଗତ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ପୁଣି ଭାଙ୍ଗିଲା ଘର

ରିଆମାଳ: ରିଆମାଳ ବ୍ଲକ୍‌ ତୁଙ୍ଗାମାଳ ପଞ୍ଚାୟତରେ ଦେଖା ଦେଇଥିବା ଦନ୍ତା ହାତୀ ଉପଦ୍ରବ ବୁଧବାର ଦଶମ ଦିନରେ ପହଞ୍ଚିଛି। ହାତୀଟି ବ୍ୟାପକ କ୍ଷୟକ୍ଷତି କରି ସାରିଥିବା ବେଳେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘଉଡ଼ାଇବାକୁ ବନ ବିଭାଗ କରୁଥିବା ସମସ୍ତ ଉଦ୍ୟମ ତା’ ଆଗରେ ଫେଲ୍‌ ମାରିଛି।…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରୁ ଲକ୍ଷାଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ, ୫ ଗିରଫ

ଦେବଗଡ଼/କଳାହାଣ୍ଡି: ଦେବଗଡ଼ ପୁଲିସ ଚଢ଼ାଉ କରି ମଙ୍ଗଳବାର ଲକ୍ଷାଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦେବଗଡ଼ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ଏସ୍‌ଡିପିଓ ସୁଲେମାନ୍‌ ଏକ୍କା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ଲକ୍ଷ ୭୪…
ଅଧିକ ଖବର ଦେଖନ୍ତୁ...

ବାପକୁ କୋଡ଼ିରେ ହତ୍ୟା କଲା ପୁଅ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନାଉଲିପଡା ପଂଚାୟତର ବଡଝରନ ଗ୍ରାମରେ ପରିବାରର ବଡ଼ ପୁଅ ବାପାଙ୍କୁ ନୃଶଂସ ଭାବେ ହତ୍ୟା କରିଛି। ନିଜ ଶଳା ସହ ମିଶି ଉକ୍ତ ଗାଁର ରଂଜନ ବେହେରା ନିଜ ବାପା ଖଗେଶ୍ୱର ବେହେରା (୫୮)ଙ୍କୁ ହତ୍ୟା କରିଛି। ସୋମବାର ପୂର୍ବାହ୍‌ଣରେ ବଡଝରନ ଗ୍ରାମରେ ଏକ ରାସ୍ତା…
ଅଧିକ ଖବର ଦେଖନ୍ତୁ...

ରିଆମାଳ ରାଜପଥରେ ବଢ଼ୁଛି ଦୁର୍ଘଟଣା

ରିଆମାଳ: ରିଆମାଳ ବ୍ଲକ ମଧ୍ୟ ଦେଇ ଯାଇଥିବା ରାଜପଥରେ ଗତ ଚାରି ଦିନରେ ୪ ଦୁର୍ଘଟଣା ଘଟିସାରିଛି। ପ୍ରଥମ ଦୁର୍ଘଟଣା ଭାବେ ଚିକିଣି ଘାଟିରେ ଲୁହା ବୋଝେଇ ଟ୍ରକ ଝୁଲି ରହିଥିଲା। ଏହାପରେ କଟାଶର ଘାଟି ମଝିରେ ଏକ ଲୁହା ପଥର ବୋଝେଇ ଟ୍ରକ ଓଲଟିଥିଲା। ଗତକାଲି ଧରମପୁର ଛକରେ ଲୁହାପଥର ବୋଝେଇ ଟ୍ରକ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ଟ୍ରକ ଧକ୍କାରେ ପ୍ରାଣ ହରାଇଲେ ବାଇକ ଚଳାକ

ଦେବଗଡ଼: ଅନୁଗୁଳ ଜିଲ୍ଲାର ପାଳଲହଡ଼ା-ଦେବଗଡ଼ ଜାତୀୟ ରାଜପଥ ୪୯ ନମ୍ବର କଳାମାଟି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ନିବାସୀ ମିସ୍ତ୍ରୀ କାମ କରୁଥିବା ସୁବ୍ରତ ସୁରିୟା(୪୦) କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏଚ୍‌ଜି ଉନ୍ନୟନ ପାଣ୍ଠି ପ୍ରଦାନ

ଦେବଗଡ଼: ଦେବଗଡ଼ ପୌର କାର୍ଯ୍ୟାଳୟରେ ବୁଧବାର ଦୀନ ଦୟାଲ ଉପାଧ୍ୟାୟ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ସହରାଞ୍ଚଳ ଜୀବିକା ମିସନ୍‌ ପକ୍ଷରୁ ଏସ୍‌ଏଚ୍‌ଜିମାନଙ୍କୁ ଉନ୍ନୟନ ପାଣ୍ଠି ପ୍ରଦାନ କରାଯାଇଥିଲା। ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ସଶକ୍ତୀକରଣ ପାଇଁ…
ଅଧିକ ଖବର ଦେଖନ୍ତୁ...