ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଦୁର୍ଘଟଣା ବଦଳାଇଦେଲା ଟୁନାଙ୍କ ଜୀବନର ମୋଡ଼: ପରିବାରର ଏକମାତ୍ର ସାହାରା ଆଜି ବେସାହାରା

ଭଞ୍ଜନଗର : ଘରେ ବୃଦ୍ଧ ବାପା। ନିଆଁରେ ପୋଡ଼ି ହୋଇ ବିବାହିତା ଭଉଣୀ ସଂପୂର୍ଣ୍ଣ ଭାବେ ଅକର୍ମଣ୍ୟ ପାଲଟି ବାପଘରେ ଆଶ୍ରୟ ନେଇଛି। ସେପଟେ ମୁଣ୍ଡ ଉପରେ ଭାଣିଜୀର ଭରଣପୋଷଣ ଦାୟିତ୍ବ। ଏଭଳି ପ୍ରତିକୂଳ ପରିସ୍ଥିତିରେ ଏକମାତ୍ର ରୋଜଗାରିଆ ଭାବେ ଟୁନା ପରିବାରର ସାହାରା ପାଲଟିଥିଲେ। ସୁଖଦୁଃଖରେ…
ଅଧିକ ଖବର ଦେଖନ୍ତୁ...

ସିଲ୍କସିଟି ଫେଷ୍ଟ୍‌ର ତୃତୀୟ ସନ୍ଧ୍ୟା: ମନ ମୋହିଲା ଓଡ଼ିଶୀ, ବିହୁ, ମଣିପୁରୀ ନୃତ୍ୟ

ବ୍ରହ୍ମପୁର : ରବିବାର ସନ୍ଧ୍ୟାରେ ପ୍ରଥମେ ପରିବେଷଣ ହୋଇଥିଲା ଓଡ଼ିଶୀ, ତା’ପରେ ସମ୍ବଲପୁରୀ, ଆଦିବାସୀ ନୃତ୍ୟ, ବିହୁ, ମଣିପୁରୀ ନୃତ୍ୟ, ଆଧୁନିକ ନୃତ୍ୟ ଏଭଳି ଏକରୁ ଆରେକ ସାଂସ୍କୃତିକ କାର୍ଯ୍ୟକ୍ରମ। ସିଲ୍କ ସିଟି ଫେଷ୍ଟର ତୃତୀୟ ସନ୍ଧ୍ୟାରେ ଆଜି ଏଭଳି ସାଂସ୍କୃତିକ ସଦ୍‌ଭାବନାର ଅପୂର୍ବ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗମ ଇଲାକାରେ ମହୁଚାଷ ଦେଇଛି ନିଆରା ପରିଚୟ

ପ୍ରତାପୁର : ଦୁର୍ଗମ ଆଦିବାସୀ ଇଲାକାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମହୁ ଚାଷ କରି ସ୍ବାବଲମ୍ବୀ ହେବା ସହ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି ତ୍ରିଲୋଚନ। ମାସକୁ ୨୦ ହଜାରରୁ ଅଧିକ ଟଙ୍କା ରୋଜଗାର ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ସେ ଉତ୍ତମମାନର ମହୁ ଯୋଗାଇବାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରୁ ଅଜଣା ଯୁବତୀ ଉଦ୍ଧାର

ବ୍ରହ୍ମଗିରି : ଶନିବାର ରାତି ଆଠଟା ବେଳେ ବ୍ରହ୍ମଗିରି ଥାନା ମଣପଡ଼ା ଗାଁ’ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରକୁ ଚଢ଼ିଯାଇଥିବା ଜଣେ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ଥାନାକୁ ଆଣିଛି। ଏ ସମ୍ପର୍କରେ ବ୍ରହ୍ମଗିରି ଥାନା ଆଇଆଇସି ଦିଲୀପ କୁମାର ଧଳ କହିଛନ୍ତି ଯେ ପଚରାଉଚରା ବେଳେ ଯୁବତୀଜଣକ…
ଅଧିକ ଖବର ଦେଖନ୍ତୁ...

ଆବାସିକ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ଥିବା ଏକ ଆବାସିକ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)। ଘଟଣା ଉପରେ ଆକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପକ୍ଷୀ ମୟୂର ଗଣନା କେବେ?

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ୍ ସୀମାନ୍ତରେ ଥିବା ପାକିଡ଼ି ବନାଞ୍ଚଳ। ଜାତୀୟ ପକ୍ଷୀ ମୟୂରଙ୍କ ଅମରାବତୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ବନାଞ୍ଚଳର ୧୯୭୦ ହେକ୍ଟର୍ ଇଲାକା ସହସ୍ରାଧିକ ମୟୂରଙ୍କ ବିଚରଣସ୍ଥଳ ପାଲଟିଛି। ଦୁଃଖର ବିଷୟ ହେଲା, ଆଜିପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବୟସର ସାୟାହ୍ନରେ ବି କର୍ମଠ, ସାଇକେଲକୁ କରିଛନ୍ତି ନିଜର ସାଥି

ଭଞ୍ଜନଗର : ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତ ସଂର୍ଘଷରେ ପରିପୂର୍ଣ୍ଣ। ଏଥିପାଇଁ ମଣିଷକୁ ସହିବାକୁ ପଡ଼େ ଅନେକ ଦୁଃଖକଷ୍ଟ। ତଥାପି ଛା‌ତି ତଳେ ସମସ୍ତ ଦୁଃଖକୁ ଚାପି ସମାଜରେ ବଞ୍ଚିବା ପାଇଁ ସଂର୍ଘଷ ଜାରି ରହିଥାଏ। କର୍ମବ୍ୟସ୍ତତା ଜୀବନ ବିତାଇବା ସହ ବୟସର ଶେଷ ସମୟରେ ଟିକେ ଆରାମରେ…
ଅଧିକ ଖବର ଦେଖନ୍ତୁ...

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଶ୍ରମିକ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ମଦ୍ୟପ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ  ଆଜି ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଏକା ସାଙ୍ଗରେ ୩ଜଣଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଇକେଲ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ବିଦ୍ୟାଳୟ ଟିଣ ଛପର, ଅଳ୍ପକେ ବର୍ତ୍ତିଲେ ୩୯ ଛାତ୍ରଛାତ୍ରୀ

ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ବୋରିପଦର ନୋଡାଲ୍ ଉଚ୍ଚବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟ୍‌ସ ଓ ଟିଣ ଛପର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟକୁ ୩୯ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀଙ୍କ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ହଳଦିଆପଦର ଫ୍ଲାଏଓଭର୍‌, ୧୩ କୋଟିର ବସ୍‌ ଟର୍ମିନସ୍‌ରୁ ଚକ ଗଡ଼ିବ କେବେ?

ବ୍ରହ୍ମପୁର : କାର୍ଯ୍ୟକ୍ଷମ ହୋଇଛି ହଳଦିଆପଦର ଫ୍ଲାଏଓଭର୍‌। ଆପ୍ରୋଚ ରାସ୍ତା ମଧ୍ୟ ତିଆରି ହୋଇଛି। ଲୋକଙ୍କ ଯିବା ଆସିବା ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି। କିନ୍ତୁ ୧୩‌ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଅତ୍ୟାଧୁନିକ ବସ୍‌ ନର୍ମିନସ୍‌ରୁ ଚକ ଗଡ଼ିପାରି ନାହିଁ। ଏଠାରୁ…
ଅଧିକ ଖବର ଦେଖନ୍ତୁ...