ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ଟିଟୋ ପାଇଁ କମ୍ପନ : ଆର୍‌ଟିଓ, ତହସିଲ୍‌, ପୌର ଅଫିସ୍‌ରେ ପଶିଲା ଭିଜିଲାନ୍ସ; ସରକାରୀ ଅଧିକାରୀ ଛାନିଆ

ଟିଟୋର ଅପରାଧିକ ସାମ୍ରାଜ୍ୟ ସହ ବିଶାଳ ଅର୍ଥନୈତିକ ସାମ୍ରାଜ୍ୟର ଚେର ବି ଲମ୍ବା। ଏହି ଚେର ଖୋଜିବାକୁ ଭିଜିଲାନ୍ସ ତା’ର ଜାଲ ବିଛାଇଛି। କେନ୍ଦ୍ରାପଡ଼ା ଓ ଚଣ୍ଡିଖୋଲ୍‌ ଆର୍‌ଟିଓ ଅଫିସ୍‌ରେ ତନାଘନା କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ାର ବିଭିନ୍ନ ତହସିଲ୍‌ ଓ ମ୍ୟୁନିସିପାଲ୍‌ଟିରେ ବି ଖୋଳତାଡ଼…
ଅଧିକ ଖବର ଦେଖନ୍ତୁ...

ହଜାର ହଜାର ହେକ୍ଟର ଜମି ଜଳମଗ୍ନ

ଯାଜପୁରରୋଡ଼/ଦଶରଥପୁର: ଯାଜପୁର ଜିଲ୍ଲାରେ ଜଳ ନିଷ୍କାସନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍‌ ମାରିଛି। ଠିକ୍‌ ଭାବରେ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇପାରୁନାହିଁ। ଜଳ ନିଷ୍କାସନ ହେଉନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି। ଯାହାର ନମୁନା ଦଶରଥପୁର, ବିଂଝାରପୁର, କୋରେଇ,…
ଅଧିକ ଖବର ଦେଖନ୍ତୁ...

ବୈତରଣୀର ଶାଖା କଣି ନଦୀରେ ଦୁଇଟି ଘାଇ, ଗ୍ରାମବାସୀଙ୍କ ମନରେ ପଶିଲା ଛନକା

ଯାଜପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଥିଲା। ଯାଜପୁର ଜିଲ୍ଲାରେ ୯୪୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବୈତରଣୀର ଶାଖା କଣି ନଦୀରେ ମଙ୍ଗଳବାର ଦୁଇଟି ଘାଇ ସୃଷ୍ଟି ହୋଇଛି। ଗୋଟିଏ ଘାଇ ୪୦ଫୁଟର ଥିବା ବେଳେ ଅନ୍ୟଟି ୮୦ଫୁଟର ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବିପଦସଂକେତ ଉପରେ ବୈତରଣୀ : ଯାଜପୁରରେ ୩୫୦ ହେକ୍ଟର ଜମି ଜଳମଗ୍ନ

ଯାଜପୁର/ ଟାଉନ/ଦଶରଥପୁର : ବୈତରଣୀ ଉପର ମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ତଳମୁଣ୍ଡରେ ଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ପରେ ବୈତରଣୀ ନଦୀର ବନ୍ୟା ପାଣି ଆଜି ତଳମୁଣ୍ଡକୁ ଛୁଇଁଛି।…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ବୈତରଣୀ : ତଳିଆ ଅଞ୍ଚଳବାସୀ ଆତଙ୍କିତ

ଯାଜପୁର/କେନ୍ଦୁଝର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ଆଜି ପୂର୍ବାହ୍‌ଣ ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ମୋଟ ୮୫୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୯୪୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। କେନ୍ଦୁଝର ଜିଲ୍ଲାର ଏହି ବର୍ଷା ଜଳ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ବଢ଼ୁଛି, କର୍ତୃପକ୍ଷ ନିରବ:ଖାଲଖମାରେ ଭର୍ତ୍ତି ଜାତୀୟ ରାଜପଥ

ଚଣ୍ଡିଖୋଲ : ଜାତୀୟ ରାଜପଥ ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ବିଭାଗୀୟ କର୍ତୃପକ୍ଷ ଏହାକୁ ପୋତିବା ପାଇଁ ପଦକ୍ଷେପ ନେଉ ନଥିବାରୁ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଭଳି ଅବସ୍ଥା ଚଣ୍ଡିଖୋଲ ଛକ ଓ ବାଲିଚନ୍ଦ୍ରପୁର ଅଞ୍ଚଳର କେତେକ ସ୍ଥାନରେ ଦେଖିବାକୁ ମିଳିଛି। ଚଣ୍ଡିଖୋଲ-ଡୁବୁରି…
ଅଧିକ ଖବର ଦେଖନ୍ତୁ...

ରାଜନଗରରେ ସରକାରୀ ଆବାସ, କୋରେଇରେ ମନରେଗା ଘୋଟାଲା

ସ୍ୱାମୀ, ସ୍ତ୍ରୀଙ୍କୁ ଡବଲ ଉପହାର! ରାଜନଗର : ରାଜନଗର ବ୍ଲକରେ ସରକାରୀ ଆବାସ ଯୋଜନାରେ ଆଖିବୁଜା କେଳେଙ୍କାରୀ ହୋଇଛି। ସରକାରୀ ନୀତି, ନିୟମ, ଆଇନ୍‌ କାନୁନ୍‌କୁ ଦଳିମକଚି ବଣ୍ଟା ଯାଇଛି ବିଜୁ ପକ୍କାଘର। ପୂର୍ବରୁ ସ୍ୱାମୀ ସରକାରୀ କୋଠା ପାଇଥିବାବେଳେ ଏବେ ସ୍ତ୍ରୀଙ୍କୁୁ ବିଜୁ ପକ୍କାଘର…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଆହତ ଯୁବକଙ୍କୁ କାନ୍ଧରେ ବୋହି ନେଲେ ସେନାର ଯବାନ, ହସ୍ପିଟାଲରେ ବାଇକ ଚାଳକଙ୍କ…

ବରୀ(ଯାଜପୁର): ଇନ୍ଦୁପୁର ବାଲିଆ ହାଟ ସୀମା ଛକ ନିକଟରେ ଗୁରୁବାର ଏକ କୁକୁର ପଶି ଆସିବାରକୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଯଯାତି ମଲିକ(୨୫) ନାମରେ ଜଣେ ଯୁବକ ଆଜି ସନ୍ଧ୍ୟାରେ ବରୀରୁ ଘରକୁ ଫେରୁଥିଲା। ହାଟ ସୀମା ଛକ ନିକଟରେ ଏକ କୁକୁର ହଠାତ ପଶି ଆସିବାରୁ…
ଅଧିକ ଖବର ଦେଖନ୍ତୁ...

ଫିରିଙ୍ଗିଠାରୁ ବି ବର୍ବର, କୋରେଇ ନାବାଳିକା ହତ୍ୟା ମାମଲା ନୂଆ ମୋଡ଼ରେ

ଯାଜପୁର/ କୋରେଇ/ ରଗଡ଼ି: ବହୁ ଚର୍ଚିତ କୋରେଇ ନାବାଳିକା ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ଖସାଇବା ପାଇଁ କୋରେଇ ପୁଲିସର ବର୍ବରତା ଇତିହାସର ଫିରିଙ୍ଗି ଶାସନକୁ ଟପିଯାଇଛି। ଅଭିଯୁକ୍ତ ଶଳା ଭିଣୋଇଙ୍କୁ ଖସାଇବାକୁ ଯାଇ ପୁଲିସ କେତେ ତଳକୁ ଖସିପାରେ, ସେ ନେଇ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଗତ ମାସ…
ଅଧିକ ଖବର ଦେଖନ୍ତୁ...

ରଥଚକା ତଳେ ଚାପି ହୋଇଥାଆନ୍ତେ ଭକ୍ତ, ପୁଲିସ ବାବୁ ନିଜେ ଚକା ତଳେ ପଡ଼ିଯାଇ ଅଟକାଇଲେ ରଥ…ତା’ପରେ 

ଯାଜପୁର: ଗତକାଲି କାଲି ବିଶ୍ୱ ବିଖ୍ୟାତ ଘୋଷଯାତ୍ରା ଥିଲା। ଚାରିଆଡେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରଥଟଣା ଚାଲିଥିଲା। ଯାଜପୁରରେ ଗତକାଲି ରଥଟଣା ଚାଲିଥିବା ଏକ ଅଭାବନୀୟ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଜାରକାରେ ରଥଟଣା କାର୍ଯ୍ୟ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...