ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ବେଲପାହାଡ଼ରେ ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ତିନି ଯୁବକଙ୍କ ଜୀବନ

ଝାରସୁଗୁଡ଼ା: ଆଜି ସକାଳୁ ୪୯ ନଂ ଜାତୀୟ ରାଜପଥର ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡପଡ଼ାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ୍‌ ନିରୀକ୍ଷଣ କଲେ ରେଳବାଇ ଜିଏମ୍‌

ରାଉରକେଲା: ଆଗଉନି ରାଉରକେଲା- ଝାରସୁଗୁଡା ତୃତୀୟ ରେଳ ଲାଇନ୍‌। ଉଭୟ ପାର୍ଶ୍ବରେ କାମ ଚାଲିଥିବାବେଳେ ରାଉରକେଲା -ପାନପୋଷ ମଧ୍ୟରେ ଆଗଉନି। ଜବରଦଖଲ ସମସ୍ୟାରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ଆଜି ଦ.ପୂ. ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ର ରାଉରକେଲା-ଝାରସୁଗୁଡା ମଧ୍ୟରେ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ମାରିଦେଲେ: ୩ ଗିରଫ, ନାବାଳକ ଅଟକ

ଝାରସୁଗୁଡ଼ା/ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାରପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇଛି। ମୃତକ ହେଲେ ଗାଁର ବିପିନ ଭୋଇ (୨୫)। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ୬ ସାଙ୍ଗ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ପତ୍ରାପାଲି ବଜାର ପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ବିପିନ ଭୋଇ (୨୫)। ସୂଚନା ପାଇ ଲଇକେରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ୬ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ଝାରସୁଗୁଡ଼ା: ପୁଣିଥରେ ଚିକିତ୍ସା ଅବହେଳାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଳପଟିଆ ଛକ ନିକଟରେ…
ଅଧିକ ଖବର ଦେଖନ୍ତୁ...

ସୁଖାସୋଢ଼ାରୁ ମହାନଦୀ କହୁଛି… ନଦୀର ଗଭୀରତା ୧୫ ଫୁଟ୍‌କୁ ଖସି ଆସିଲାଣି

ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ମହାନଦୀର ଗଭୀରତା କମିଛି, ଉର୍ବରତା ବି ହ୍ରାସ ପାଇଛି। ବର୍ଷତମାମ ଆଉ ଜଳପ୍ରବାହ ଦେଖିବାକୁ ମିଳୁନି। ଖରା ୪ ମାସ ନଦୀର ପ୍ରସ୍ତ ବେଶ ସଙ୍କୁଚିତ ହୋଇଯାଉଛି। ସ୍ଥିତି ଏତେ ଗମ୍ଭୀର ଯେ ଲୋକଙ୍କ ନିତ୍ୟ ବ୍ୟବହାର ପାଇଁ ବି ପାଣି ମିଳିବା ମଧ୍ୟ କଷ୍ଟସାଧ୍ୟ…
ଅଧିକ ଖବର ଦେଖନ୍ତୁ...

୧ରୁ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି’

ଝାରସୁଗୁଡ଼ା: ଆସନ୍ତା ୧ ତାରିଖରୁ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ ଅନୁଷ୍ଠିତ ହେବ। ଏହି ୫ ଦିନିନିଆ ମହୋତ୍ସବ ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ୫୧ ହଜାର ଟଙ୍କା ବରାଦ ରହିଛି। ଉତ୍ସବରେ ଆସାମର ବିହୁ,…
ଅଧିକ ଖବର ଦେଖନ୍ତୁ...

ପ୍ରକ୍ସି ସରପଞ୍ଚଙ୍କୁ ଦେଖି ରାଗିଗଲେ ରାଜ୍ୟପାଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ ରଘୁବର ଦାସ ଆସିଥିବା ବେଳେ ସଦର ବ୍ଲକ୍‌ ତାଲପଟିଆ ଗାଁକୁ ଯାଇଥିଲେ। ଏହି ସମୟରେ ପ୍ରକ୍ସି ସରପଞ୍ଚକୁ ଦେଖି ରାଜ୍ୟପାଳ ଖପ୍ପା ହେବା ସହ ସରପଞ୍ଚଙ୍କ କାମରେ ହସ୍ତକ୍ଷେପ ନ କରିବାକୁ ତାଗିଦ୍ କରିଥିଲେ। ଆଜି ରାଜ୍ୟପାଳଙ୍କ ଗସ୍ତ ସମୟରେ ଜଣେ ଚାଷୀ…
ଅଧିକ ଖବର ଦେଖନ୍ତୁ...

‘ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦି ଦିଆନଯାଉ’

ଝାରସୁଗୁଡ଼ା: ‘ନିଜ ଇଚ୍ଛାକୁ ପିଲାଙ୍କ ଉପରେ ନଦି ଦିଆନଯାଉ। ପିଲାଙ୍କର ଯେଉଁ ଦିଗରେ ଆଗ୍ରହ ରହିଛି ସେମାନଙ୍କୁ ସେଥିରେ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି’ ବୋଲି ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସି ଏଚ୍‌. କଟାପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ଝାରସୁଗୁଡ଼ା ଗସ୍ତ: ଅଙ୍ଗନବାଡିରେ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ

ଝାରସୁଗୁଡ଼ା: ବୁଧବାର ରାଜ୍ୟପାଳ ରଘୁବର ଦାସ ଦିନିକିଆ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସକାଳ ସାଢ଼େ ୧୦ଟା ବେଳେ ରାଜ୍ୟପାଳ ଶ୍ରୀ ଦାସ ଝାରସୁଗୁଡ଼ା ସର୍କିଟ୍‌ ହାଉସରେ ପହଞ୍ଚିବା ପରେ ୧୦ଟା ୫୦ରେ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ୍‌ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ…
ଅଧିକ ଖବର ଦେଖନ୍ତୁ...