କନ୍ଧମାଳ: ବସ-ଅଟୋ ମୁହାଁମୁହିଁ, ଜଣେ ମୃତ

କନ୍ଧମାଳ: ଖଜୁରୀପଡ଼ା ଥାନା ଅନ୍ତର୍ଗତ ଜଳଙ୍ଗାପଦର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏଠାରେ ଥିବା ଜିଏନ୍‌ଏମ୍‌ କଲେଜ ନିକଟରେ ହୋଇଥିବା ଦୁର୍ଘଟଣାରେ ଅବଧୂତ ସାହାଣୀ(୫୦)ଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର