ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଧାନଫସଲରେ ବ୍ୟାପୁଛି ପତ୍ରପୋଡ଼ା ରୋଗ: କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ

ଆନନ୍ଦପୁର: ଧାନ ଫସଲରେ ବ୍ୟାପୁଛି ପତ୍ରପୋଡ଼ା ରୋଗ। ଏହାକୁ ରୋକିବା ପାଇଁ ଚାଷୀ ବିଲରେ କୀଟନାଶକ ପକାଇ ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଦିନକୁ ଦିନ ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡ଼ି ଚାଲିଛି। ଅନ୍ୟପକ୍ଷରେ କୃଷି ବିଭାଗ ରୋଗ ଦମନ କ୍ଷେତ୍ରରେ ଚାଷୀଙ୍କୁ ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଛାରଖାର କରିଦେଲା ବର୍ଷା: କେଉଁଠି ରାସ୍ତା ବୁଡ଼ିିଛି ତ କେଉଁଠି ଘରେ ପଶିଛି ପାଣି

ଭୁବନେଶ୍ବର: ଗତକାଲି ରାଜ୍ୟର ବିଭିିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇ ବହୁ କ୍ଷୟକ୍ଷତି ହୋଇଛି। କେଉଁଠି ପାଣି ଜମି ବଜାର ବୁଡ଼ି ଯାଇଛି ତ କେଉଁଠି ରାସ୍ତା। ଲୋକମାନେ ଯିବାସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପିଲାମାନଙ୍କ ସ୍କୁଲ୍‌ ଛୁଠି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ପ୍ରଭାବ: ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ରେଡ୍ , ୯ ଜିଲ୍ଲାକୁ…

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଗତକାଲି (ବୁଧବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ଏହା ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ଚୌକିଦାର ସ୍ୱାମୀଙ୍କୁ ହତ୍ୟା ସନ୍ଦେହ

ହାଟଡିହି: କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି।  ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ବିଭିନ୍ନ କାରଣରୁ କେହି ନା କେହି ମୃତାହତ ହେଉଛନ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେସମସ୍ତ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି। ଧାନ କ୍ଷେତରୁ ଯୁବକଙ୍କ ମୃତଦେହ ଉଦ୍ଧାର ବାମରା: ବାମରା ବ୍ଲକ ଲରିଆପାଲି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...

ନାଳରେ ଅସ୍ଥାୟୀ ରାସ୍ତା ନିର୍ମାଣ କଲେ ଲୋକେ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମବାସୀ ମୁଶଳ ନାଳ ଭିତରେ ପଥର ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଗତ ୬ ତାରିଖରେ ଗ୍ରାମର ଯୁବକମାନେ ଚାନ୍ଦ କରି ରାଣୀପଦାରୁ କହ୍ନେଇଗୋଳା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ସହ…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ମହିଳା

ହାଟଡିହି: ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ ସୋସୋ ଗ୍ରାମରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଗ୍ରାମର ମହିଳାମାନେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଗ୍ରାମର ସରୋଜ ନାୟକଙ୍କ ଘର ନିକଟରେ ଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଫଳକରେ ସୀମିତ ବିଜୁ ପଟ୍ଟନ‌ାୟକ ସ୍ମାରକୀ ହସ୍ପିଟାଲ: ଏମ୍‌ଓୟୁ କରି ମୁହଁ ମୋଡ଼ିଲେ

କେନ୍ଦୁଝର: କେନ୍ଦୁଝରରେ ପିପିପି ମୋଡ୍‌ରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ସହଯୋଗ ହେଲ୍‌ଥ କେୟାର ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ନାମକ ଏକ ଘରୋଇ ସଂସ୍ଥା ସହ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ସରକାର ଜମି ଯୋଗାଇଲେ ଏବଂ କିଛି ଅନୁଦାନ ବି ଦେଲେ। ଏହି ସମୟ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ମା ତାରିଣୀଙ୍କ ମାନସିକ ନଡ଼ିଆ: ନିଲାମ ହେଉନି, ନଷ୍ଟ ‌ହେଉଛି

ଘଟଗାଁ: ମା ତାରିଣୀଙ୍କ ଅପାର ମହିମା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ମାନସିକ ନଡ଼ିଆ ପଠାଉଛନ୍ତି। ଏସବୁ ନଡ଼ିଆ ମାଙ୍କ ଠା‌ରେ ଭୋଗ ଲାଗିବା ପରେ ନିଲାମ ହେବାର ବ୍ୟବସ୍ଥା ରହିଛି। ମାସମାସ ଧରି ଭୋଗ ନଡ଼ିଆ ନିଲାମ ହେଉନଥିବାରୁ ଏସବୁ ଗୋଦାମରେ ପଡ଼ିପଡ଼ି ନଷ୍ଟ ହେଉଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...