ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

କୋରାପୁଟ: ଗତ ରାତିରେ ମାଥାଲପୁଟଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ, ଦାମନଯୋଡି ମୁଖ୍ୟ ରାସ୍ତାକଡ଼ରେ ଥିବା କଳାହାଣ୍ଡି ବସ୍ତିର ଡିଙ୍ଗର ନାୟକଙ୍କ ପୁଅ ରାଜ ନାୟକ (୧୨) ରାତି ପ୍ରାୟ ୯…
ଅଧିକ ଖବର ଦେଖନ୍ତୁ...

ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

କୋରାପୁଟ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଲମତାପୁଟ ଆରଆଇ ଓ ପିଅନଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ମାଲେଙ୍ଗା ଗ୍ରାମର ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଲମତାପୁଟ ଆର ଆଇ ବିଜୟ କୁମାର ବାଘ। ଅଭିଯୋଗ ହେବା ପରେ ଆଜି ହରି ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ବୁକ୍‌ ପେଜ୍‌କୁ ହ୍ୟାକର୍ ହ୍ୟାକ୍ କରିଦେଇଛନ୍ତି। ଏନେଇ ଥାନାରେ ଏତଲା ଦେଇଥିବା ନେଇ ଫେସବୁକ୍ ରେ ସୂଚନା ଦେଇଛନ୍ତି ନିଜେ ବିଧାୟକ।
ଅଧିକ ଖବର ଦେଖନ୍ତୁ...

ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲା ଅଭିଯୁକ୍ତ

କୋରାପୁଟ: ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପାଡୁଆ ପୁଲିସ ଦ୍ବାରା ଜଣେ ଅଭିଯୁକ୍ତ ଧରାପଡ଼ିଛି। ଘଟଣାସ୍ଥଳରୁ ୨୮ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଲା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ମଣ୍ଡଳପଡ଼ା ଗାଁର ବାବର ଅଲି ଖାନଙ୍କ ପୁଅ ଦୁଲହନ୍ ଖାନ୍…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ଜୟପୁର: ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାରେ ରୁଜୁ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ୨୦୨୦ମସିହାର ଏହି ଘଟଣାରେ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ର‌ମେଶ ଡଙ୍ଗାୟତଙ୍କୁ ଦୋ‌ଷୀ ସାବ୍ୟସ୍ତ କରି ଐତିହାସିକ ରାୟ ଦେଇଛନ୍ତି। ଅଜୀବନ…
ଅଧିକ ଖବର ଦେଖନ୍ତୁ...

ବିନା ରୟଲଟିରେ ବାଲି ଚାଳାଣ: ୧୮ଟି ଗାଡ଼ିରୁ ୨ଲକ୍ଷ ୬୨ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର: ଜୟପୁର ତହସିଲଦାର ଡ.ମୋନାଲିସା ଆଚାର୍ଜୀଙ୍କ ନେତୃତ୍ବରେ  ଗାନ୍ଧୀଛକ, ଭୁତନାଥମନ୍ଦିର, ପାୱାରହାଉସ ଛକ, ରତ୍ନାକରଗୁଡା  ନିକଟରେ ବିନା ରୟଲଟିରେ ଚାଳାଣ ହେଉଥିବା ଗାଡି ଯାଂଚ କରିଥିଲେ ତହସିଲର କର୍ମଚାରୀ। ଏମାନଙ୍କ ହାତରେ ୧୪ଟି ବାଲି ବୋଝେଇ ଟ୍ରାକ୍ଟର, ୨ଟି ଟିପର ଓ ୨ଟି ଟ୍ରକକୁ …
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟରେ ପାଠ ପଢ଼ାଉଥିଲେ ଶିକ୍ଷକ; ହେଲମେଟ୍‌ ପାଇଁ କଟିଲା ଚାଲାଣ

କୋରାପୁଟ: ଗୋଟିଏ ଗାଡ଼ି ନମ୍ବରରେ ଦୁଇ ଦୁଇଟି ବାଇକ୍‌! କୋରାପୁଟ ସହରର ଶିକ୍ଷକ ରବି ନାରାୟଣ ମିଶ୍ର ସ୍କୁଲରେ ଶିକ୍ଷକତା କରୁଥିବାବେଳେ ତାଙ୍କ ନାମରେ ରହିଥିବା ବାଇକ୍‌ର ଚାଲାଣ କଟିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ତାଙ୍କ ଗାଡ଼ି ନାମରେ ଚାଲାଣ କଟିଲା, ସେହି ସମୟରେ ବାଇକ୍‌ଟି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫-ଟି ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

ସାଉଥ ସିନେମାରେ କୋରାପୁଟ ଯୁବତୀଙ୍କର ଦେଖିବାକୁ ମିଳିଲା ଜଲୱା

ଭୁବନେଶ୍ୱର: ଟଲିଉଡରେ ଓଡିଆ ଝିଅର କମାଲ । ସାଉଥ୍ ବ୍ଲକବଷ୍ଟର ମୁଭି ମଙ୍ଗଲଭରମରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା ଦେଖିବାକୁ ମିଳିଛି । କୋରାପୁଟ ସେମିଳିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲୋ ଏହି ସିନେମାରେ ଅଭିନୟ କରିଛନ୍ତି । ସୁମନ ଖିଲୋ ପୂର୍ବରୁ ଅନେକ ତାମିଲ ଓ…
ଅଧିକ ଖବର ଦେଖନ୍ତୁ...

ପୁଲିସକୁ ଦେଖି ଗଞ୍ଜେଇ ଭର୍ତ୍ତି କାର ଛାଡି ଫେରାର ହୋଇଗଲେ ମାଫିଆ

କୋରାପୁଟ: କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି | କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୁଲିସ। ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବାବେଳେ ପୁଲିସ ଜଳକା ସାଜିଥିଲା।…
ଅଧିକ ଖବର ଦେଖନ୍ତୁ...