ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଆଜି କୋରାପୁଟ ବନ୍ଦ

କୋରାପୁଟ : କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରା ପଡି ନ ଥିବାରୁ କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଛାତ୍ରୀ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତଙ୍କ ସ୍କେଚ ଜାରି କରିବାକୁ ଦାବି

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଖାଲି ହାତରେ ବସିଛି ପୁଲିସ। ଏ ପର୍ଯ୍ୟନ୍ତ ଘଟଣାର ପର୍ଦ୍ଦାଫାସ ହୋଇପାରି ନଥିବା ବେଳେ ଅଭିଯୁକ୍ତଙ୍କ ସଂପର୍କରେ ସାମାନ୍ୟ ସୁରାକ ପାଇବାରେ ବି ବିଫଳ ହୋଇଛି।…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଗଣଦୁଷ୍କର୍ମ ମାମଲା : ରହସ୍ୟ ଭେଦିପାରୁନି ପୁଲିସ

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କିଛିନା କିଛି ନୂଆ  ଗୁଜବ/ମତକୁ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଓ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଜିଲ୍ଲା ବନ୍ଦ ୧୬ରେ

ଜୟପୁର : ଅନେକ ଗଣଦୁଷ୍କର୍ମ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିଛି। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିନି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଉପରେ ଆମର ଭରସା ନାହିଁ। କ୍ରାଇମବ୍ରାଞ୍ଚର ଏବେ ମୁଖିଆ ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ସମୟ ଗଡ଼ୁଛି, ରହସ୍ୟ ବଢ଼ୁଛି

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ୪ ଦିନ ପରେ ମଧ୍ୟ ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ସଫଳ ହୋଇ ପାରିନି। ଏପଟେ ସମୟ ଯେତିକି ଗଡ଼ୁଛି, ଘଟଣା ସେତିକି ରହସ୍ୟମୟ ହେବାରେ ଲାଗିଛି। ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୀଡିତାଙ୍କ ଗାଁରେ ରାଜନେତା,ମାନବାଧିକାର କର୍ମୀ

ପଟାଙ୍ଗି: କୁନ୍ଦୁଲି ନିକଟସ୍ଥ ଜଙ୍ଗଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ତନାଘନା ଜାରି ରହିଛି। ଘଟଣାର ତିନି ଦିନ ପରେ ପୀଡିତାଙ୍କ ଗାଁରେ ପହଞ୍ଚିଛନ୍ତି କଂଗ୍ରେସର ଆଦିବାସୀ ସେଲ ସଭାପତି ପ୍ରଦୀପ ମାଝୀ। ତାଙ୍କ ସହ କୋରାପୁଟ ବିଧାୟକ ତଥା ହରିଜନ ସେଲ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତୀୟ କବିତା ପ୍ରତିଯୋଗିତାରେ ବାଜି ମାରିଲେ ଜୟପୁର ଝିଅ ଅନିନ୍ଦିତା

ଜୟପୁର : ଇଂଲଣ୍ଡର ପର୍ଯ୍ୟଟନ ବିଭାଗ ପକ୍ଷଣୁ ଆୟୋଜିତ କବିତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଜୟପୁରର ଅନିନ୍ଦିତା ଜାହ୍ନବୀ ସୁଆର। ଆନ୍ତର୍ଜାତୀୟ ସ୍ତରର ୧ ହଜାରରୁ ଊର୍ଧ୍ୱ କବିଙ୍କୁ ପଛରେ ପକାଇ ସେ ଏହି ସଫଳତା ପାଇଛନ୍ତି।  ଅନିନ୍ଦିତାଙ୍କ ରଚିତ ‘ଭଏସସେ୍‌ ଫର୍ମ ଦି ପାଷ୍ଟ’…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା : ଜଙ୍ଗଲରେ କ୍ରାଇମ୍‌ବ୍ରାଞ୍ଚର ଛାନବିନ୍‌

କୋରାପୁଟ/ପଟାଙ୍ଗୀ : କୋରାପୁଟର କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ୩ଦିନ ପରେ ବି ଦୁଷ୍କର୍ମକାରୀଙ୍କୁ ଠାବ କରାଯାଇ ପାରିନାହିଁ। କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଧିକାରୀମାନେ ଘଟଣାସ୍ଥଳ ବୋଲି କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ କୁନ୍ଦୁଲିରେ ଆତଙ୍କ

କୋରାପୁଟ : ସୁନାଇ ଖିଲ। ବୟସ ପାଖାପାଖି ୫୦। କୌଣସି କାମରେ ସେ ଆଜି ତାଙ୍କ ସଂପର୍କୀୟ ମୂଷାଗୁଡ଼ାର ଗାଙ୍ଗାଇ ପାଙ୍ଗୀଙ୍କ ଘରକୁ ଆସିଥିଲେ। ଅପରାହ୍ନରେ ଏକା ଘରକୁ ଫେରିବାକୁ କିନ୍ତୁ ସାହସ ଜୁଟାଇ ପାରିନଥିଲେ। ଆଗରୁ ସବୁବେଳେ ଏକା ଚାଲି ଚାଲି ମେଂଜିଗୁଡ଼ା ଫେରୁଥିଲେ ସୁନାଇ। ମାତ୍ର କୁନ୍ଦୁଲି…
ଅଧିକ ଖବର ଦେଖନ୍ତୁ...

ଗୁଳିମାଡ଼ରେ ପୁଲିସ ଏସ୍‌ଆଇ ଆହତ

ଲମତାପୁଟ :  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ନିକଟରେ ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ଉପରକୁ ଗତକାଲି ରାତିରେ ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଏସ୍‌ଆଇ ପ୍ରଦୀପ କୁମାର ନାୟକ ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳିର କିଛି ଅଂଶ ଫସି ରହିଥିବା ଜଣାପଡିଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...