ଯାଜପୁର: ବେଆଇନ ମାଙ୍କଡା ପଥର ଖାଦାନରେ ପଡ଼ି ବୃଦ୍ଧ ମୃତ

ଯାଜପୁର: ବେଆଇନ୍‌ ମାଙ୍କଡା ପଥର ଖାଦାନରେ ପଡି ଶନିବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବଡଚଣା ବ୍ଲକରେ ଭୁଷଣ୍ଡପୁର ପଂଚାୟତର ଅକବରାବାଦ ଗାଁର ବୀରବର ଷଡଙ୍ଗୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର