ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ରାୟଗଡ଼ାରେ ନକ୍ସଲ ଉପଦ୍ରବ କମିଲା, ବିଦେଶୀ ପର୍ଯ୍ୟଟକଙ୍କ ଯାତୟାତ ବଢ଼ିଲା

ରାୟଗଡ଼ା: ଏକଦା ରାୟଗଡ଼ା ଜିଲ୍ଲାରେ ନକ୍ସଲଙ୍କର ପତିଆରା ବେଶ ରହିଥିଲା। ପ୍ରତିଦିନ ଜିଲ୍ଲାର କୌଣସି ନା କୌଣସି ସ୍ଥାନରେ ନକ୍ସଲ ଅଘଟଣ ଘଟାଉଥିଲେ। ପୁଲିସକୁ ନାକେଦମ କରୁଥିଲେ। ସୁରକ୍ଷାକର୍ମୀଙ୍କୁ ସରକାର ନିୟୋଜିତ କଲେ। କିନ୍ତୁ ନକ୍ସଲ ମଧ୍ୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ସମ୍ମିଳନୀରେ ପୁଣି ଗର୍ଜିଲେ ସାଂସଦ: ପଦ୍ମପୁରକୁ ଏନଏସି, ଝୋଡିଆଙ୍କୁ ଆଦିବାସୀ ମାନ୍ୟତା ଦାବି ଉଠାଇଲେ

ରାୟଗଡା: ଆଜି ସ୍ଥାନୀୟ କଂଗ୍ରେସ ଭବନରେ ପୁଣି କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସପ୍ତଗିରି ଉଲାକା ପଦ୍ମପୁରକୁ ଏନଏସି ମାନ୍ୟତା ନେଇ ପୁଣି ଦାବି ଉଠାଇଛନ୍ତି । ସେ ପୂର୍ବରୁ କୋରାପୁଟର ବୋରିଗୁମ୍ମା, ରାୟଗଡାର ମୁନିଗୁଡା, ଚାନ୍ଦିଲି…
ଅଧିକ ଖବର ଦେଖନ୍ତୁ...

ଅମୃତ ଭାରତ ଯୋଜନାରେ ରାୟଗଡା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ

ରାୟଗଡା/ରାଇରଙ୍ଗପୁର: ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡ଼ା ରେଳଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣ ବିଭାଗ ଶିକ୍ଷକ ସଂଘ ସହ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଆଲୋଚନା

ରାୟଗଡା: ରାୟଗଡ଼ା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବର୍ଗ ଉନ୍ନୟନ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାକ୍ଷାତ କରି ବିଦ୍ୟାଳୟ ତଥା ବିଭାଗୀୟ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ପ୍ରେସ୍‌ ୟୁନିଅନର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ଼ା: ସ୍ଥାନୀୟ ଏକ ଘରୋଇ ହୋଟେଲରେ ପ୍ରେସ୍‌ ୟୁନିଅନ ସଭାପତି ମାଉଡି ବାରିକଙ୍କ ଅଧ୍ୟକ୍ଷତାରେ ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଦୈନିକ ‘ନିର୍ଭୟ’ର ସମ୍ପାଦକ ନବୀନ ଦାସ ଯୋଗ ଦେଇଥିବା ବେଳେ ସନମାନୀୟ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ବ୍ରହ୍ମ କୁମାରୀ…
ଅଧିକ ଖବର ଦେଖନ୍ତୁ...

ମରାମତି ହେଲେ ପୁଣି ଜମିବ ପର୍ଯ୍ୟଟକଙ୍କ ଭିଡ଼! ନଚେତ ଇତିହାସ ପାଲଟିଯିବ ରାୟଗଡ଼ା ଝୁଲାପୋଲ

ରାୟଗଡ଼ା: ଇତିହାସ ହୋଇ ରହିଯିବ କି ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ଭାବେ ପରିଚିତ ରାୟଗଡ଼ାର ଝୁଲାପୋଲ। ବିପଦଶଙ୍କୁଳ ଦର୍ଶାଇ ଦୁଇବର୍ଷ ତଳୁ ଜିଲ୍ଲା ପ୍ରଶାସନ ଏହାକୁ ସିଲ କରିଦେଇଛି। ନିର୍ମାଣର ଦୀର୍ଘ ବର୍ଷ ପରେବି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମରାମତି କରାଯାଇନାହିଁ। ଯାହାକୁ ନେଇ ଦୂର…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର-ଓଡ଼ିଶାକୁ ଯୋଡ଼ୁଛି ଶତାୟୁ ଝଞ୍ଜାବତୀ ସେତୁ: ଅଟକିଛି ନୂଆ, ଡରାଉଛି ପୁରୁଣା

ରାୟଗଡ଼ା: ପଡ଼ୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗର ମାଧ୍ୟମ ପାଲଟିଛି ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଶତାୟୁ ପୁରୁଣା ସେତୁ। ଜିଲ୍ଲା ସୀମାନ୍ତ କେରଡ଼ା ଅଞ୍ଚଳରେ ଏହି ସେତୁ ରହିଛି। ପ୍ରଶାସନ ଦୃଷ୍ଟିରେ ଏହି ସେତୁ ଯାତାୟତ ପାଇଁ ସୁରକ୍ଷିତ ନୁ‌ହେଁ। ଏହାର ବିକଳ୍ପ ଭାବେ…
ଅଧିକ ଖବର ଦେଖନ୍ତୁ...

୧୦୦୦ଟଙ୍କା ପାଇଁ ୫୦୦ ଖର୍ଚ୍ଚ! ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ହିତାଧିକାରୀ

ରାୟଗଡ଼ା: ରାଜ୍ୟ ସରକାର ପ୍ରତ୍ୟେକ ରାସନକାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ ନେଇ ଘୋଷଣା କରିବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଗଲା ସତ। କିନ୍ତୁ କିଛି ଦିନ ହେଲା ଏହି ଟଙ୍କା ପାଇବା ଆଶାରେ ହିତାଧୀକାରୀମାନେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।  କିଛି ଦିନ ହେଲା ଇଣ୍ଟରନେଟ୍‌…
ଅଧିକ ଖବର ଦେଖନ୍ତୁ...

ଅଟକିଛି ଝଞ୍ଜାବତୀ ନଦୀ ଉପରେ ସୁଉଚ୍ଚ ସେତୁ ନିର୍ମାଣ; ଅସୁରକ୍ଷିତ ରାସ୍ତା ପାଲଟିଛି ଯୋଗାଯୋଗର ମାଧ୍ୟମ

ରାୟଗଡା: ଜିଲ୍ଳା ସୀମାନ୍ତ କେରଡା ସହ ପଡୋଶୀ ଆନ୍ଧ୍ର ସମେତ ଦକ୍ଷିଣ ଭାରତକୁ ଯୋଡୁଛି ରାୟଗଡା ସହର ଉପକଣ୍ଠ ଦେଇ ପ୍ରବାହିତ ହେଉଥିବା ଝଂଜାବତୀ ନାଳ ଉପରେ ଥିବା ବ୍ରିଟିଶ ଅମଳର ଶତାୟୁ ପୁରୁଣା ସେତୁ। ଏହି ସେତୁ ପ୍ରଶାସନର ଦୃଷ୍ଟିରେ ଯାତାୟାତ ପାଇଁ ସୁରକ୍ଷିତ ନ ଥିବା ବେଳେ ଏହାର ବିକଳ୍ପ ନେଇ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଜିଲ୍ଲାର ୩ଟି ବହୁମୁଖୀ ଇଣ୍ଡୋର ଷ୍ଟେଡିୟମ ଲୋକାର୍ପିତ

ରାୟଗଡ଼ା: ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜିଲ୍ଳାର…
ଅଧିକ ଖବର ଦେଖନ୍ତୁ...