ରାୟଗଡ଼ା: ଅଧା ବାଟରେ ଅଟକିଲା ମାଲବାହୀ ଟ୍ରେନ୍‌, ଯାଇ ପାରୁନାହିଁ ୨ ଯାତ୍ରୀବାହୀ ଟ୍ରେନ୍‌

0 703

ରାୟଗଡ଼ା: ଯାନ୍ତ୍ରିକ ତୃଟି ଯୋଗୁଁ ମାଲବାହୀ ଟ୍ରେନ୍‌ ଅଟକିଯିବାରୁ ମଙ୍ଗଳବାର ରାତିରେ ୨ଟି ଯାତ୍ରିବାହୀ ଟ୍ରେନ୍‌ ଆଗକୁ ଯାଇ ପାରୁ ନାହିଁ। ମିଳିଥିବା ସୂଚନା ଅନୁସାରେ ସମଲେଶ୍ୱରୀ ଏକ୍ସପ୍ରେସ ଭାଲୁମସ୍କା ଠାରେ ଅଟକିଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଟିକିରି ଠାରେ ଅଟକିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.