ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା: ତଦନ୍ତକାରୀ ଅଧିକାରୀ ଦୋରାଙ୍କ ଉପରେ ଅଭିଯୋଗର ପାହାଡ଼

ସମ୍ବଲପୁର : ନବ ଦାସ ହତ୍ୟା ମାମଲାର ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ର ନେତୃତ୍ବ ନେଉଥିବା ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କ ନାମରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମୁନି। ୧୨ ବର୍ଷ ପୂର୍ବେ କ୍ରାଇମ୍‌ ବ୍ରାଞ୍ଚ ଏହାର…
ଅଧିକ ଖବର ଦେଖନ୍ତୁ...

୧୦ ଜିଲ୍ଲାରେ ଖୋଲିଲା ଭର୍ଚୁଆଲ୍ ହାଇକୋର୍ଟ

ସମ୍ବଲପୁର: ସମ୍ବଲପୁର ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ଭିଡିଓ କନ୍‌ଫରେନ୍ସିଂ କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ଏହା ଭର୍ଚୁଆଲ୍ ହାଇକୋର୍ଟ ଭଳି ଆସନ୍ତା ୩ ଫେବ୍ରୁଆରିରୁ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଗତ ୧୪ ଡିସେମ୍ବର ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଏସ୍‌ପିଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକଙ୍କ ଦୌରାତ୍ମ୍ୟ ବଢ଼ବାରେ ଲାଗିଛି। ଏକଥା ସମ୍ବଲପୁର ଜିଲ୍ଲାର ଥାନାଗୁଡ଼ିକରେ ରୁଜୁ ହେଉଥିବା ସାଇବର୍‌ ଠକେଇ ମାମଲା ସ୍ପଷ୍ଟ କରୁଛି। ଅନ୍ୟପଟେ ସାଇବର୍‌ ଠକଙ୍କୁ ଧରିବାରେ ସମ୍ବଲପୁର ପୁଲିସ ସମ୍ପୂର୍ଣ୍ଣ ଭାବେ ବିଫଳ ରହିବା ମଧ୍ୟ ପୁଲିସ ପାରିବା ପଣିଆ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ବିଜ୍ଞାନରେ ବିରଳ ଘଟଣା: ପରିବର୍ତ୍ତନ ହେଲା ମହିଳାଙ୍କ ରକ୍ତ ଗ୍ରୁପ୍‌

ସମ୍ବଲପୁର: ଭିମ୍‌ସାର୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ରକ୍ତ ବର୍ଗରେ ପରିବର୍ତ୍ତନ ହୋଇଥିବା ଜଣା ପଡ଼ିଛି। ଚିକିତ୍ସାବିଜ୍ଞାନରେ ଏହା ନୂଆ ହୋଇ ନଥିଲେ ମଧ୍ୟ ଏକ ବିରଳ ଘଟଣା। ଅତି କ୍ବଚିତ୍ ଏଭଳି ଦେଖିବାକୁ ମିଳିଥାଏ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ପୂର୍ବରୁ ବି’ପଜିଟିଭ୍ ରକ୍ତ…
ଅଧିକ ଖବର ଦେଖନ୍ତୁ...

କୂଅରୁ ବୃଦ୍ଧାଙ୍କ ଶବ ଉଦ୍ଧାର

ବାମରା : ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ଗୌନ୍ତିଆ ପଡ଼ା ନିବାସୀ ସ୍ବର୍ଗତ କ୍ଷୀରୋଦ ବିହାରୀ ନାୟକଙ୍କୁ ପତ୍ନୀ ସୁଲୋଚନା ନାୟକ(୮୫)ଙ୍କ ଶବକୁ ବୁଧବାର ସକାଳେ ଏକ କୂଅରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାମରା ଟିଏଫ୍‌ କଲେଜର ଅଧ୍ୟାପକ ସୁଶିଲ ନାୟକ ନିଜ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ରେଳ କର୍ମଚାରୀ ମୃତ

ବାମରା: ଟ୍ରେନ୍‌ ଧକ୍କାରେ ରେଳ କର୍ମଚାରୀ ସୂର୍ଯ୍ୟକାନ୍ତ ପାଣ୍ଡ୍ୟା (୨୮)ଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ସେକ୍ସନରେ ସିଗ୍ନାଲ ବିଭାଗରେ କାର୍ଯ୍ୟରତ ଝାଡ଼ଖଣ୍ଡ ଅଞ୍ଚଳର ସୂର୍ଯ୍ୟକାନ୍ତ ସବୁଦିନ ଭଳି ବୁଧବାର ମଧ୍ୟ ରେଳ ଧାରଣା ନିକଟରେ କାର୍ଯ୍ୟରତ ଥିଲେ। ସେ ଅନ୍ୟମନସ୍କ ଭାବେ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପରେ ମୁକ୍ତିଲାଭ କରିବ ‘ଶଲା ବୁଢ଼ାର୍ ବଦ୍‌ଲା’

ସମ୍ବଲପୁର: ପୂର୍ବରୁ ସୁପର୍‌ହିଟ୍ ହୋଇ ସାରିଥିବା ସବ୍ୟସାଚୀ ମହାପାତ୍ରଙ୍କ ଜାତୀୟ ପୁରସ୍କାର ବିଜୟୀ ସମ୍ବଲପୁରୀ ଚଳଚ୍ଚିତ୍ର ‘ଶଲା ବୁଢ଼ାର୍ ବଦ୍‌ଲା’ ପୁଣିଥରେ ନୂଆ ପ୍ରସ୍ତୁତି ସହ ସାରା ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। ମୂଳତଃ ସମ୍ବଲପୁରୀ/କୋଶଲି ଭାଷାରେ ନିର୍ମିତ ଏହି ସିନେମା…
ଅଧିକ ଖବର ଦେଖନ୍ତୁ...

ନବ ଦାସଙ୍କ ହତ୍ୟା ଘଟଣା: ଅଭିଯୁକ୍ତ ହାତରେ ତଦନ୍ତ

ସମ୍ବଲପୁର: ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଯେଉଁ ଟିମ୍‌ ନିଯୁକ୍ତି ଦେଇଛନ୍ତି, ତାର ନେତୃତ୍ବ ନେଉଛନ୍ତି ଖୋଦ୍‌ ଜଣେ ଅଭିଯୁକ୍ତ ପୁଲିସ୍‌ ଅଧିକାରୀ। ଏଡିଜି ଅରୁଣ ବୋଥ୍ରାଙ୍କ ଅଧୀନରେ ପ୍ରଥମେ କ୍ରାଇମ୍ ବ୍ରାଞ୍ଚର ୨ଟି ଟିମ୍ ଗଠନ ହୋଇଥିଲା। ସେଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଟ୍ବିଟର ଗାର୍ଲ ଦୀପାଙ୍କ ଉଦ୍ୟମରେ ତେଲେଙ୍ଗାନାରୁ ୩୧ ଶ୍ରମିକ ଉଦ୍ଧାର

ପାଇକମାଳ: ଟ୍ବିଟର ଗାର୍ଲ ତଥା ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମରେ ତେଲେଙ୍ଗାନାରୁ ୩୧ ପ୍ରବାସୀ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସେମାନେ ଟ୍ରେନ୍‌ରେ ଓଡ଼ିଶାକୁ ଫେରୁଥିବା ଜଣାପଡ଼ିଛି। ସୂଚନାନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଶ୍ରମିକମାନେ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଉଛନ୍ତି ଜୀବନ

ବୁର୍ଲା: ଗତ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀଛକ ଗୁଳିମାଡ଼ ଘଟଣାରେ ଆହତ ହୋଇ ଭିମ୍‌ସାର୍‌ରେ ଚିକିତ୍ସିତ ହେଉଥିବା ଜୀବନ ନାଏକ କ୍ରମେ ସୁସ୍ଥ ହେଉଛନ୍ତି। ତାଙ୍କ ବେକରେ ଏକ ଷ୍ଟିଚ୍ ପଡ଼ିଛି। ୭ ଦିନ ପର ଷ୍ଟିଚ୍ ଖୋଲାଯିବ। ଷ୍ଟିଚ୍‌ ଖୋଲିଯିବା ପରେ ଜୀବନଙ୍କୁ ଡାକ୍ତରଖାନାରୁ ଛୁଟି…
ଅଧିକ ଖବର ଦେଖନ୍ତୁ...