ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଆଜି ହନୁମାନ ଜୟନ୍ତୀ, ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର: ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଗତବର୍ଷ ଏପ୍ରିଲ୍‌ ୧୨ ତାରିଖ ଦିନ ବିଶାଳ ବାଇକ୍ ରାଲି ଚାଲିଥିବା ବେଳେ ଅଚାନକ ପଥର ମାଡ଼ ହୋଇଥିଲା। ରାଲିରେ ଥିବା ଶହ ଶହ ବାଇକ୍‌କୁ ମୋତିଝରଣ ଠାରେ ଭାଙ୍ଗି ଦିଆଯାଇଥିଲା। ତା ପରଠୁ ଯଦିଓ ସମ୍ବଲପୁରରେ ୧୪୪ ଧାରା ଲାଗିଲା, କିନ୍ତୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ବିଧାନସଭା ରାଜନୀତି: ଯେତେ ନେତା, ସେତେ ମୁଣ୍ଡବ୍ୟଥା

ସମ୍ବଲପୁର/କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କିଷାନ ଜାତିବହୁଳ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ଜଣେ ପରେ ଜଣେ କିଷାନ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବେଳେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଅଟୋ: ୮ ଆହତ, ୨ ଗୁରୁତର

କୁଚିଣ୍ଡା: କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ବୁଲାଣିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇଲା ଏକ ଅଟୋ ଓଲଟିଥିଲା ଏହାଫଳରେ ସେଥିରେ ଥିବା ୧୦ଯାତ୍ରୀଙ୍କ ମଧ୍ୟରୁ ୮ ଆହତ ଓ ୨ ଗୁରୁତର ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିବା ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍

ସମ୍ବଲପୁର: ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ଆସନ୍ତାକାଲିଠାରୁ ରୋକ ଲଗାଇବା ନିଷ୍ପତି ନେଇଛି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ। ଏନେଇ ସୂଚନା ଦେଇଛନ୍ତି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥୀ ହେବାପରେ ବି ପ୍ରସନ୍ନ ‘ଅପ୍ରସନ୍ନ’! ସମ୍ବଲପୁରକୁ ଲଢ଼ିବାକୁ ଚାହୁଁ ନ ଥିବା ଚର୍ଚ୍ଚା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ କୁଆଡ଼େ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ‘ପ୍ରସନ୍ନ, ସଦା ପ୍ରସନ୍ନ’ ବୋଲି କହୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଥାଏ। ତେବେ, ଏବେ ଟିକେଟ ଘୋଷଣା ପରେ ସେ କିନ୍ତୁ ଅପ୍ରସନ୍ନ ଥିବା ଜଣାପଡ଼ିଛି। ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ବିଧାନସଭା ଆସନ…
ଅଧିକ ଖବର ଦେଖନ୍ତୁ...

କ୍ରେଡିଟ୍ କାର୍ଡ ନାଁରେ ଆଉ ଜଣେ ଠକେଇର ଶିକାର

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ସଂଖ୍ୟା କମିବା ନାଁ ନେଉନାହିଁ। ଅଇଁଠାପାଲି ଅଞ୍ଚଳର ଆଉ ଜଣେ ବ୍ୟକ୍ତି କ୍ରେଡିଟ୍‌କାର୍ଡ ନାଁରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରେ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଠକି ନେଇଛି। ସୂଚନା ଅନୁଯାୟୀ, ଗୌନ୍ତିଆପଡ଼ାର ଦିନେଶ ଜେନାଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଧାନସଭା ଆସନ: ଦୁଇ ମହାରଥୀଙ୍କ ମଧ୍ୟରେ ମୁକାବିଲା

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ଭଳି ବିଧାନସଭାରେ ବି ଦୁଇ ମହାରଥୀଙ୍କ ମଧ୍ୟରେ ଲଢ଼େଇ ହେବ। ପୂର୍ବରୁ ବିରୋଧୀ ଦଳର ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପ‌ରେ ବିଜେପି ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡି ତାଙ୍କ ବିରୋଧରେ ପଶ୍ଚିମ ଓଡ଼ିଶାର ଚାଣକ୍ୟ କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ସମ୍ବଲପୁରରୁ ଜବତ ହେଲା ବ୍ରାଉନ୍ ସୁଗାର

ସମ୍ବଲପୁର: ସମ୍ବଲପୁର ସହରରୁ ପୁଣିଥରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏଥର ମଧ୍ୟ ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ ହୋଇଛି। ଗତବର୍ଷ ଏକାଧିକ ଥର ସୁନାପାଲି ଅଞ୍ଚଳରୁ ଅବକାରୀ ବିଭାଗ ଧଳାଜହର ଜବତ କରିଥିଲା। ଗତ ଅକ୍ଟୋବର ମାସରେ ଶେଷ ଥର ଧଳାଜହର ସୁନାପାଲି ଅଞ୍ଚଳରୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା କଂଗ୍ରେସ ଭବନରେ କର୍ମୀ ସମ୍ମିଳନୀ 

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା କୁଚିଣ୍ଡା ସହରସ୍ଥିତ କଂଗ୍ରେସ ଭବନ ଠାରେ ନଗର ସଭାପତି ଅଖିଲ ପ୍ରତାପ ସିଂଙ୍କ ପରିଚାଳନାରେ ଏକ ସଭାର ଆୟୋଜନ ହୋଇଛି। ଏହି ସଭାରେ ଜିଲ୍ଲା ସଭାପତି ଜୟଶଙ୍କର ମିଶ୍ର ଉଦବୋଧନ ଦେଇ ନିଜକୁ ବଳିଷ୍ଠ ଦଳ ବୋଲି କହୁଥିବା ରାଜନୈତିକ ଦଳ…
ଅଧିକ ଖବର ଦେଖନ୍ତୁ...

ରୂପାନ୍ତରିକରଣ ନାମରେ ଭାରତର ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ଡେଙ୍ଗୁରା ପିଟୁଛନ୍ତି: ଧର୍ମେନ୍ଦ୍ର

କୁଚିଣ୍ଡା: ୨୫ ବର୍ଷର ବିଜେଡି ଶାସନରେ ରୂପାନ୍ତରିକରଣ ନାମରେ ଭାରତର ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେଙ୍ଗୁରା ପିଟୁଛନ୍ତି। କୁଚିଣ୍ଡା ଆଦିବାସୀ ବହୁଳ ଅଞ୍ଚଳର ଡାକ୍ତରଖାନାରେ ୧୮ ଜଣ ସ୍ଥାୟୀ ପଦବିରୁ ୧୧ ଜଣ ରହିଛନ୍ତି। ଉପଖଣ୍ଡରେ ୧୪୯ ଡାକ୍ତରଖାନାରେ ୧୦୧ ଜଣ ଡାକ୍ତର…
ଅଧିକ ଖବର ଦେଖନ୍ତୁ...