ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଗାଁକୁ ନାହିଁ ରାସ୍ତା: ନାଳ ପାରି ହୋଇ ଖଟିଆରେ ବୁହାହେଲେ ପ୍ରସୂତି, ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଜନ୍ମଦେଲେ…

ବୀରମହାରାଜପୁର: ବିକାଶର ଡେଙ୍ଗୁରା ବଜାଉଥିବା ରାଜ୍ୟ ସରକାର ତୃଣମୂଳ ସ୍ତରରେ ଲୋକଙ୍କୁ କିଭଳି ସୁବିଧା ଦେଇଛନ୍ତି ତାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ। ଏହି ଗାଁଟି କୌଣସି ଉପାନ୍ତ…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ଦିନରେ ପହଞ୍ଚିଲା ଡୁଙ୍ଗୁରିପାଲିରେ ରାସ୍ତା ଅବରୋଧ ଆନ୍ଦୋଳନ

ସୁବର୍ଣ୍ଣପୁର: ୨୬ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ରାସ୍ତା ଅବରୋଧ ଆନ୍ଦୋଳନ ଦ୍ଵିତୀୟ ଦିନରେ ପହଞ୍ଚିଛି। ଗତକାଲି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଡୁଙ୍ଗୁରିପାଲିରେ ଗତକାଲି ସୋମବାର ଜିଲ୍ଲାପାଳ ଓ ଏସପି ଡୁଙ୍ଗୁରିପାଲି ଆସି ଜନ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ବିପର୍ଯ୍ୟସ୍ତ ପ୍ରତିବାଦ: ଡୁଙ୍ଗୁରିପାଲିଠାରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

ଡୁଙ୍ଗୁରିପାଲି: ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼-ବୋରିଗୁମା ରାସ୍ତାର ଡୁଙ୍ଗୁରିପାଲିଠାରେ ୨୬ ନମ୍ବର ଜାତୀୟ ରାଜପଥର ଅବରୋଧ କରାଯାଇଛି। ଏହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସାଇକେଲରେ ବିଦ୍ୟୁତ୍ ଅଫିସକୁ ଯାଉଥିଲେ ଯୁବକ: ବାଟରେ ଜଗିଥିଲା ଯମ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ବିନିକା-ସିଲାଟି ରାସ୍ତାରେ ଗୁଲୁଣ୍ଡାମଠ ନିକଟରେ ସାଇକେଲ୍-ବାଇକ୍ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତକ କୁଞ୍ଜବିହାରୀ ଦାସ ବୋଲି ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଅପରାଧୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବର୍ତ୍ତମାନ ଚାଲିଛି ପୁଲିସ ବିରୋଧରେ ପୁଲିସର ଛକାପଞ୍ଝା। ବିଭାଗର କିଛି କର୍ମଚାରୀ ଅର୍ଥ ରୋଜଗାର ପାଇଁ ଗଞ୍ଜେଇ ଚାଲାଣ ଭଳି ଅପରାଧରେ ଜଡ଼ିତ ହେଉଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସି…
ଅଧିକ ଖବର ଦେଖନ୍ତୁ...

ବିନିକାରେ ଚାଞ୍ଚଲ୍ୟ: ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ଅଭାବନୀୟ ଘଟଣା। ଗଛରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଏଯାଏ ମୃତା ମହିଳାଙ୍କ ପରିଚୟ ମିଳିନାହିଁ । ବିନିକା ଥାନା ଅରିଗାଁ, ମହାନଦୀ ଘାଟ ପାଖରେ ଥିବା ପଳାସ ଗଛର ଛୋଟ ଡାଳରେ ଓଢଣୀ ଲଗାଇ ଜଣେ ମହିଳା ଝୁଲୁଥିବା…
ଅଧିକ ଖବର ଦେଖନ୍ତୁ...

ପୁଅଝିଅଙ୍କ ମଙ୍ଗଳ ମନାସି ମା ପାଳିଲେ ପୁଅଜିଉନ୍ତିଆ ବ୍ରତ, ସନ୍ତାନମାନଙ୍କୁ ଛୁଆଁଇଲେ ଦୁବ

ବୀରମହାରାଜପୁର: ଓଡ଼ିଶାରେ ବିଭିନ୍ନ ବ୍ରତ ଓ ଓଷା ପାଳନ କରାଯାଇଥାଏ। କିନ୍ତୁ ପଶ୍ଚିମ ଓଡ଼ିଶାରେ ପୁଅଝି ମାନଙ୍କ ମଙ୍ଗଳ କାମନା କରି ମାମାନେ ନିର୍ଜଳା ଉପବାସ କରି ପୁଅଜିଉନ୍ତିଆ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ। ମାମାନେ ଭୋର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର: ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୀରମହାରାଜପୁର: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର୍ ଗାଁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଜୀବିତ ଅବସ୍ଥାରେ ରାସ୍ତାକଡ଼ରେ କେହି ବ୍ୟାଗ୍ ଭିତରେ ରଖି ଛାଡ଼ି ଦେଇ ଯାଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ସକ୍ରିୟ ହେଲା ଲଘୁଚାପ, ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ବର: ସକ୍ରିୟ ହେଲା ଲଘୁଚାପ। ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ…
ଅଧିକ ଖବର ଦେଖନ୍ତୁ...