ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ନିୟମ ଅନୁଯାୟୀ ହେଉ ସିପିସି ନିର୍ବାଚନ: ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ରାଉରକେଲା: କେନ୍ଦ୍ରୀୟ ପୂଜା କମିଟି (ସିପିସି)ର ଚୟନ ପ୍ରକ୍ରିୟାରେ ଅନିୟମିତା ହୋଇଛି। ପୁରୁଣା କମିଟିକୁ ପୁନର୍ବାର ଚୟନ କରାଯାଇଛି। ଯେଉଁ ‌ଭୋଟରମାନେ ପୁରୁଣା କମିଟିର କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି, ସେମାନଙ୍କୁ ଜାଣିଶୁଣି ସୂଚନା ଦିଆଯାଇଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛି…
ଅଧିକ ଖବର ଦେଖନ୍ତୁ...

ପ୍ରଯୁକ୍ତି ବିଜ୍ଞାନ ଶିକ୍ଷା ଗ୍ରହଣକଲେ ଛାତ୍ରୀ: ଏନ୍‌ଆଇଟିରେ ‘ବିଜ୍ଞାନ ଜ୍ୟୋତି’ କାର୍ଯ୍ୟକ୍ରମ

ରାଉରକେଲା: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ଅଧିନରେ ଆଜି ଜିଙ୍କ୍‌ନଗର ଜବାହର ନବୋଦୟ ବିଦ୍ୟାଳୟ ଓ ସୁନ୍ଦରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିଦର୍ଶନ କରିଛନ୍ତି। ଉଭୟ ଅନୁଷ୍ଠାନରେ ନବମରୁ ଦ୍ବାଦଶ…
ଅଧିକ ଖବର ଦେଖନ୍ତୁ...

୫-ଟି ବିଦ୍ୟାଳୟ ରୂପାନ୍ତରୀକରଣର ବାସ୍ତବ ଚିତ୍ର: ଉପରୁ ଚକାଚକ, ଭିତର ଫମ୍ପା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣରେ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ବିଦ୍ୟାଳୟରେ ବ୍ୟବହାର ହେଉଥିବା ସାମଗ୍ରୀର ଗୁଣବତ୍ତା ଉପରେ ଧ୍ୟାନ ଦିଆଯାଉ ନାହିଁ। ଶସ୍ତା ନକଲି ବ୍ରାଣ୍ଡର ସାମଗ୍ରୀ ଲଗା ଯାଉଥିବାରୁ ଅନେକ ବିଦ୍ୟାଳୟରେ କାମ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ଡବ୍ଲୁ ଖଣି ଆଗରେ ସିଆଇଟିୟୁର ଗଣଧାରଣା: ବନ୍ଦ କରିଦେଲେ ଦୁଇଖଣି

କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ କାଶୀରା ପଞ୍ଚାୟତ ଜେଏସ୍‌ଡବ୍ଲୁ ନାରାୟଣ ଲୌହଖଣି ଗେଟ୍ ସମ୍ମୁଖରେ ସ୍ଥାନୀୟ ଯୁବକଙ୍କୁ କମ୍ପାନି ଅଧୀନରେ ନିଯୁକ୍ତି, ଠିକାସଂସ୍ଥାରେ ବାହାର ଶ୍ରମିକଙ୍କୁ କାମଦେବା ବନ୍ଦକରି ୨୦୦ ଲୋକଙ୍କୁ ଠିକା ନିଯୁକ୍ତି, ସ୍ଥାନୀୟ ରେଳ ସାଇଡିଂମାନଙ୍କୁ ଅଗ୍ରାଧିକାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ଅଲ୍‌ଟ୍ରାରନର ସୁମିତ

ରାଉରକେଲା: ଗୋଟିଏ ମାସରେ ସର୍ବାଧିକ ୩୩ଟି ଫୁଲ୍‌ ମାରାଥନ ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି ରାଉରକେଲାର ଅଲ୍‌ଟ୍ରାରନ୍‌ର ସୁମିତ ସିଂହ। ଏହି ସଫଳତା ପାଇଁ ତାଙ୍କ ନାଁ ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ​ସ୍‌’ରେ ଲିପିବଦ୍ଧ ହୋଇଛି। ଏହି ସଫଳତା ପରେ ତାଙ୍କୁ ଚାରି ଆଡ଼ୁ ପ୍ରଶଂସିତ…
ଅଧିକ ଖବର ଦେଖନ୍ତୁ...

ଏସ.ଏନ. ସୁବ୍ରମଣ୍ୟନ ହେଲେ ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ ଭାବେ ଲାର୍ସନ ଆଣ୍ଡ୍‌ ଟବ୍ରୋ(ଏଲ୍‌ ଆଣ୍ଡ୍‌ ଟି)ର ସିଇଓ ତଥା ଏମ୍‌ଡି ଏସ.ଏନ. ସୁବ୍ରମଣ୍ୟନ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ନିଯୁକ୍ତି ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ବାମରାରେ ରହିବ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ରେଢ଼ା​ଖୋଲରେ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌

ବାମରା: ଏଣିକି ବାମରା ଷ୍ଟେସନ୍‌ରେ ରହିବ ରାଉରକେଲା-ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ ନଂ୧୮୧୦୭/୧୮୧୦୮)। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ରେଲୱେ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ (କୋଚିଙ୍ଗ) ବିବେକ ସିହ୍ନା ଏନେଇ ମଙ୍ଗଳବାର ଏକ ଆଦେଶ ଜାରି କରିଛନ୍ତି। ବାମରା ରେଳ କ୍ରିୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ଲହୁଣିପଡାରେ ୭୦ରୁ ଅଧିକ ବିଦ୍ୟାଳୟରେ ତାଲା

ରାଉରକେଲା: ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ଛାତ୍ରଛାତ୍ରୀଙ୍କୁ ମିଳୁନି ଶିକ୍ଷା ଓ ମଧ୍ୟାହ୍ନ ଭୋଜନ। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକରେ ପାଖାପାଖି ୭୦ରୁ ଅଧିକ ବିଦ୍ୟାଳୟରେ ତାଲା ଝୁଲୁଛି। ଯାହାକୁ…
ଅଧିକ ଖବର ଦେଖନ୍ତୁ...

ସାପ ନେଉଛି ମଣିଷ ଜୀବନ: ଗତ ତିନି ମାସରେ ଯାଇଛି ୬ ଜୀବନ

ରାଉରକେଲା: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଚିକିତ୍ସା ସେବାର ମାନରେ ଉନ୍ନତି ତଥା ଭିତ୍ତିଭୂମିର ବିକାଶ କରାଯାଉଥିବା ରାଜ୍ୟ ସରକାର କହୁଛନ୍ତି। ତେ​ବେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ର ସ୍ଥିତି ଦେଖିଲେ ସରକାର କେତେ ମାତ୍ରାରେ ସେବାକୁ ତ୍ବରାନ୍ବିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ପିଟିଲା ବାଇକ୍‌: ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ରାଜଗାଙ୍ଗପୁର: ଟ୍ରଲରକୁ ପିଟିଲା ବାଇକ୍‌। ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଜାମପାଲି ବାଇପାସ ନିକଟରେ ଥିବା ଏମ୍‌ଆର ଉଦ୍ୟୋଗ କମ୍ପାନି ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଏକ ବାଇକ୍‌ରେ ଦୁଇ ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...