ଖାଦ୍ୟ ଅପେକ୍ଷା ସମ୍ଭୋଗକୁ ପ୍ରାଥମିକତା ଦିଏ ! ବୈବାହିକ ଜୀବନ ସଂପର୍କରେ ଏମିତି ଏକ ମତ ରଖିଲେ ସୋନମ୍

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର୍‌ ଗଣମାଧ୍ୟମରେ ନିଜର ମନ କଥା ଖୋଲି କହିବାରେ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ। ସେ ସବୁବେଳେ ପ୍ରଶ୍ନର ସିଧା ଉତ୍ତର ରଖନ୍ତି ବୋଲି ତାଙ୍କର ଖ୍ୟାତି ରହିଛି। ଅନ୍ୟ ଷ୍ଟାର୍‌ମାନଙ୍କ ପରି ତାଙ୍କ ଉତ୍ତରରେ ଜଟିଳତା ନଥାଏ। ନିକଟରେ ସୋନମ ନିଜ ବୈବାହିକ ଜୀବନ ସଂପର୍କରେ ଏମିତି ଏକ ମତ ରଖିଛନ୍ତି ଯାହା ଏବେ ଖୁବ୍‌ ଚର୍ଚ୍ଚା ହୋଇଛି। ସୋନମଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଚୁଲ୍‌ବୁଲି ନାୟିକା କହନ୍ତି, ‘ମୋର ଖାଦ୍ୟ ଅପେକ୍ଷା ସମ୍ଭୋଗ ବେଶି ପସନ୍ଦ’।

 

 

View this post on Instagram

 

Ahuja’s ! Thanks so much for coming and supporting me ❤️❤️❤️❤️❤️@kapoor.sunita you were missed ☹️

A post shared by SonamKAhuja (@sonamkapoor) on

 

View this post on Instagram

 

Ahuja’s ! Thanks so much for coming and supporting me ❤️❤️❤️❤️❤️@kapoor.sunita you were missed ☹️

A post shared by SonamKAhuja (@sonamkapoor) on


ସେ ତାଙ୍କର ଓ ଆନନ୍ଦଙ୍କ ସଂପର୍କକୁ ମନେ ପକାଇ କହିଛନ୍ତି ପ୍ରାରମ୍ଭରୁ ଆନନ୍ଦ ସୋନମଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ପ୍ରେମିକା କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସାକ୍ଷାତ ସମୟରେ ଆନନ୍ଦ ତାଙ୍କ ବନ୍ଧୁଙ୍କ ଅପେକ୍ଷା ନିଜେ ହିଁ ସୋନମଙ୍କ ସହ ବେଶି ବାର୍ତ୍ତାଳାପ କରିଥିଲେ। ପରେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଆନନ୍ଦ ସୋନଙ୍କୁ ବିନା ମୁଦିରେ ପ୍ରପୋଜ୍‌ କରିଥିଲେ ବୋଲି ସୋନମ ଖୁଲାସା କରିଛନ୍ତି।

ସମ୍ବନ୍ଧିତ ଖବର