ଅନୁସନ୍ଧାନ କରୁଥିବା ବର୍ଗ

Latest

ଆଜି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ଆଗାମୀକାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ‘ମିଗ୍‌ଜୌମ୍‌’

ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୌମ୍‌’ ଆଜି ପୂର୍ବାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପୂକଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଜାରି…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ବ୍ୟବସ୍ଥିତ ପାର୍କିଂ କେବେ ?

ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍‌ ଜୋର୍‌ଦାର୍‌ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ମି‌ଜୋରାମ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା

ଅଇଜୋଲ୍‌: ଭାରତର ଉତ୍ତରପୂର୍ବ ପ୍ରାନ୍ତରେ ଅବସ୍ଥିତ କ୍ଷୁଦ୍ର ରାଜ୍ୟ ମିଜୋରାମ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ନିର୍ଦ୍ଧାରିତ ସମୟ ସକାଳ ୮ ବେଳେ ଗଣତି ଆରମ୍ଭ ହୋଇଛି। ୪୦ଟି ଆସନ ନିମନ୍ତେ ଗ୍ରହଣ କରାଯାଇଥିବା ଉକ୍ତ ଭୋଟ୍‌ଗୁଡ଼ିକୁ ଗଣିବା…
ଅଧିକ ଖବର ଦେଖନ୍ତୁ...

ହାତୀ ମୁହଁରେ ଫସଲ, ଚାଷୀ ଆଖିରେ ଲୁହ: ନିର୍ଦ୍ଦେଶ ସତ୍ତ୍ବେ କ୍ଷତିପୂରଣ ଦେବାକୁ କୁନ୍ଥକୁନ୍ଥ

ବାରିପଦା: ‌କ୍ଷେତରେ ପାଚିଲା ଧାନ ହସୁଛି। ଏହାକୁ ଦେଖି ଚାଷୀ ବିଶେଷ ଖୁସି ହୋଇ ପାରୁନି। କାରଣ ଚାଷ ଜମି ପାଖରେ ହାତୀପଲ ରହି ପାଚିଲା ଧାନ ଉପରେ ଆଖି ରଖିଛନ୍ତି। ଯେତିକି ଖାଇବେ, ତାଠାରୁ ଅଧିକ ଦଳିଚକଟି ଦେବେ। ଏପରିସ୍ଥିତିରେ ଧାନ ଅମଳ କରି ଘରକୁ ଚାଷୀ ଆଣି ପାରିବ କି ନାହିଁ, ତାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଲୋହିତ ସାଗରରେ ଆମେରିକୀୟ ଯୁଦ୍ଧ ଓ ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ: ପେଣ୍ଟାଗନ୍‌

ୱାସିଂଟନ୍‌: ରବିବାର ଦିନ ଲୋହିତ ସାଗରରେ ଆମେରିକାର ଗୋଟାଏ ଯୁଦ୍ଧପୋତ ଓ ୩ଟି ପଣ୍ୟବାହୀ ପୋତ ଉପରେ ଆକ୍ରମଣ କରାଯାଇଥିବା କଥା ‘ପେଣ୍ଟାଗନ୍‌’ କହିଛି। ପ୍ରତିଆକ୍ରମଣ କରିବାକୁ ଯାଇ ଆମେରିକୀୟ ଯୁଦ୍ଧ ତା’ ଆଡ଼କୁ ଆସୁଥିବା ଏକାଧିକ ‘ଡ୍ରୋନ୍‌’ ବା ‘ଅନ୍‌ମ୍ୟାନ୍‌ଡ୍‌ ଏରିଏଲ୍‌…
ଅଧିକ ଖବର ଦେଖନ୍ତୁ...

ମନେ ପକାଇଲେ ଦୀୟା, ଅତୀତର ଲଜ୍ଜାଜନକ ସୁଟିଂ ଅଭିଜ୍ଞତା

ଦୁଇ ଦଶନ୍ଧି ତଳେ ସୁଟିଂ ସେଟ୍‌ମାନଙ୍କରେ ଅଭିନେତ୍ରୀମାନେ ସମ୍ମୁଖୀନ ହେଉଥିବା ନାନା ଭେଦଭାବ ଓ ସମସ୍ୟା ସମ୍ପର୍କରେ ଅଭିନେତ୍ରୀ ଦୀୟା ମିର୍ଜା ମୁହଁ ଖୋଲିଛନ୍ତି। ସୁଟିଂ ସେଟ୍‌ରେ ମହିଳା କଳାକାରଙ୍କ ପାଇଁ ଶୌଚାଳୟ ପରି ମୌଳିକ ସୁବିଧା ନଥିଲା ବୋଲି ସେ କହିଛନ୍ତି। ଏପରିକି ଶୌଚାଳୟ ଖୋଜୁଥିବା…
ଅଧିକ ଖବର ଦେଖନ୍ତୁ...

କଟକ ବାଲିଯାତ୍ରାର ସପ୍ତମ ସଂଧ୍ୟା: କମାଲ୍‌ କଲା ଏ କାଲି କାଲି ଆଖେଁ…

କଟକ: ରବିବାର ଛୁଟି ସାଙ୍ଗକୁ ବାଲିଯାତ୍ରା ପଡ଼ିଆରେ ବଲିଉଡ୍‌ର ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକଙ୍କ ସୋ। ଦିନ ୧୨ଟାରୁ ବାଲିଯାତ୍ରା ପଡିଆରେ ଭିଡ଼ ଜମିବା ସହିତ କଟକର ରାସ୍ତାଘାଟ ଜାମ୍ ହୋଇଯାଇଥିଲା। ସୂଚନା ଅନୁଯାୟୀ ଆଜି ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି। ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ…
ଅଧିକ ଖବର ଦେଖନ୍ତୁ...

୫ରୁ ନାଟକୋତ୍ସବ: ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

ଭୁବନେଶ୍ବର: ଜନ୍ମମାଟିର ଉନ୍ନତି ପାଇଁ ସେମାନଙ୍କ ଅବଦାନ ଥିଲା ଅତୁଳନୀୟ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହୋଇ କିଏ ଦୀନଦରିଦ୍ରଙ୍କ ବନ୍ଧୁ ସାଜିଥିଲେ ତ ଆଉ କିଏ ସମାଜ ସଂସ୍କାର ପାଇଁ ବ୍ରତୀ ହୋଇ ତତ୍କାଳୀନ ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବେଡ଼ିରୁ ନିଜକୁ ମୁକୁଳାଇଥିଲେ। ନାରୀ ଶିକ୍ଷା ଓ…
ଅଧିକ ଖବର ଦେଖନ୍ତୁ...

ପାହାଳରେ ପୁଣି ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୨ ଦିନରେ ଗଲାଣି ୪ ମୁଣ୍ଡ

ବାଲିଅନ୍ତା ବଜାର: ଗତ ଦୁଇ ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥ ପାହାଳ ବଜାର ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୪ ମୁଣ୍ଡ ଗଲାଣି। ଶୁକ୍ରବାର ଭୋର୍‌ ସମୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଅପରାହ୍ଣରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଏକ…
ଅଧିକ ଖବର ଦେଖନ୍ତୁ...