ଆପଣଙ୍କ ମୁହଁରେ କଳାଦାଗ ଅଛି କି? ତାହାକୁ ଲିଭେଇବା ପାଇଁ ଆପଣାନ୍ତୁ ଏହି ସବୁ ସରଳ ଉପାୟ!

1 1,061

ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, ମାତ୍ର କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଦାଗହୀନ ଚେହେରା। ଆଜି କାଲି ବ୍ୟସ୍ତବହୁଳ ଜୀବନ ହେତୁ ଠିକ୍‌ ଭାବେ ନା ଶରୀରର ଯତ୍ନ ନେଇ ହେଉଛି ଚନା ତ୍ୱଚାର। ତ୍ୱଚାର ଯତ୍ନ ନ ନେଲେ ସବୁଦିନ ପାଇଁ ସୌନ୍ଦର୍ଯ୍ୟ ଅତୁଟ କିପରି ରହିବ? ଆପଣ ବି ଯଦି ଚାହାନ୍ତି ଆପରଙ୍କ ତ୍ୱଚା ସୁନ୍ଦର ଓ ଦାଗ ହୀନ ହେଉ ତେବେ ନିମ୍ନରେ ଦିଆ ଯାଇଥିବା ଏହି କେତୋଟି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

-ରାତିରେ ଫେସ୍‌ଓ୍ଵାସ୍‌ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।

-ସପ୍ତାହକୁ ଥରେ ଗରମ ପାଣି ବାମ୍ଫ ମୁହଁରେ ଦେବା ପରେ ମସ୍‌ଚୁରାଇଜର୍‌ ନିଶ୍ଚୟ ବ୍ୟବହାର କରନ୍ତୁ।

-କଞ୍ଚା ହଳଦୀ ସହ ଚନ୍ଦନ ଘୋରି ମୁହଁରେ ଲେପ ଦିଅନ୍ତୁ। ମନେ ରଖନ୍ତୁ ଏହି ଲେପ ରାତି ସମୟରେ ହିଁ ଦେବେ। କାହିଁକି ନା ଦିନରେ ଖରା ବାଜିଲେ ତାହା ଓଲଟା ପ୍ରଭାବ ଦେଖାଏ।

-ମୁଲ୍‌ତାନି ମାଟି ସହ ଲିମ୍ବ ପତ୍ର ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଯଦି ବ୍ରଣ ସମସ୍ୟା ରହିଥାଏ ତାହଲେ ତୁରନ୍ତ ଦୂର ହେବ।

-ବହୁବାର ମୁହଁ ଧୋଇବା ସହ ମୁହଁରେ ମଝିରେ ମଝିରେ ବରଫ ଘସନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. minolta says

    Respected Shri.niranjan Patnaik Sir,Respected Shri.Soumya Ranjan Patnaik Sir, Regularly in Train if any Bachelor Children Specialist will be traveling alone then several women and young girls are madly reaching his compartment and asking his address and contact information and also those women and Girls are inviting him to visit their home and stating to him that they do have Good Double Cot bed,AC,Refrigerator,Plasma Tv,Own Bungalow,Cars etc and During the Train Journey out of thrill those girls are buying Amul Sweet Milk and Chocolate also.All these Female are running after the Bachelor Children Specialist who is well conversant with Odiya and Telugu.
    Female are alerting to other girls if the Children Specialist comes out for journey.So the follow up is starting from Colony.