ମହାପ୍ରଭୁଙ୍କୁ ସର୍ପ ମଣୋହି ଲାଗି

ପୁରୀ: ଶ୍ରୀମନ୍ଦିରରେ ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି ହୋଇଛି। ତିନି ବାଡ଼ଙ୍କ ଶୁଦ୍ଧ ସୁଆରମାନେ ଏହି ନୀତି ସଂପନ୍ନ କରିଛନ୍ତି। ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ପଣାଭୋଗ ହୋଇ ଆସୁଥିଲା। ତେବେ ଶେଷ ପଣା ଭୋଗ ଭାବେ ଆଜି ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି…
ଅଧିକ ଖବର ଦେଖନ୍ତୁ...

ରଥଖଳା ଚଳଚ‌ଞ୍ଚଳ, ଲାଗିଲା ଦୁଆର, ଚାଲିଛି ସିଂହାସନ କାମ

ପୁରୀ: ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏ ନେଇ ଚଳଚଞ୍ଚଳ ରଥଖଳା ତିନି ରଥକୁ ଶେଷ ସ୍ପର୍ଶ ଦେବାରେ ଲାଗିଛି। ଗତକାଲି ଦୁଆର କାମ ଶେଷ ପରେ ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ଗତକାଲି ଚିତ୍ରକର ସେବକମାନେ ରଙ୍ଗ ଦେବା କାମ ଶେଷ କରିଥିଲେ। ତିନି ରଥର ଚାରିଟି ଲେଖା ୧୨ଟି…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡର ନଈ ପୋତା ହେଲା: ଛଅରଥରୁ ତିନିରଥ ହେଲା

‘ସ୍କନ୍ଦ ପୁରାଣ’ରେ ଯେଉଁ ପ୍ରଥମ ରଥଯାତ୍ରାର ବର୍ଣ୍ଣନା ଅଛି, ତାହା ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜତ୍ୱ କାଳର । ଅର୍ଥାତ୍‍ ଏହାର ସମୟ ‘ସତ୍ୟଯୁଗ’ । କିନ୍ତୁ ଇତିହାସକାରଙ୍କ ମତରେ, ତ୍ରୟୋଦଶ ଶତାବ୍ଦୀର ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଆସୁଛି । ‘ମାଦଳା ପାଞ୍ଜି’ର…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ନେଇ ଦଇତାପତିଙ୍କ ସହ ଆଲୋଚନା କଲେ ଗଜପତି ମହାରାଜ

ପୁରୀ : ରାଜପ୍ରସାଦ ବିଜେ ନୀତି ଶେଷ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଦଇତାପତି ସେବକମାନେ ଦୀର୍ଘ ସମୟ ଧରି ରଥଯାତ୍ରା ସଂପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଦଇତାପତି ସେବକମାନେ ସୂଚନା ଦେବା ପରେ ଗଜପତି ମହାରାଜ ରଥଯାତ୍ରା ସଂପର୍କରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ପିଲାବେଳେ ପାଇଥିବା ଦକ୍ଷିଣବର୍ତ୍ତ ଶଙ୍ଖ ଏବେ ବି ଘରେ ପୂଜା ପାଉଛି: ଡ. ତୁଳସୀ ଓଝା

ପୁରୀ : ସମୁଦ୍ରରୁ ଦକ୍ଷିଣବର୍ତ୍ତ ଶଙ୍ଖ ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୌଭାଗ୍ୟ ମୋତେ ପିଲାଟି ବେଳୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ଏହି ସୌଭାଗ୍ୟ ପିଲାଟିବେଳୁ ଦେଇଛନ୍ତି। ଆଉ ଏଇଠୁ ହିଁ ମୋ ଭାଗ୍ୟରେ ପରିବର୍ତନ ଆସିଛି ବୋଲି କହିଛନ୍ତି ଅବସରପ୍ରାପ୍ତ ପ୍ରିନ୍ସିପାଲ…
ଅଧିକ ଖବର ଦେଖନ୍ତୁ...

‘ରାଜପ୍ରସାଦ ବିଜେ’ ନୀତି ସମ୍ପନ୍ନ : ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଅବଗତ ହେଲେ ଗଜପତି

ପୁରୀ : ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀବିଗ୍ରହଙ୍କ ରାଜପ୍ରସାଦ ଆଜି ଶ୍ରୀନଅରକୁ ବିଜେ ହୋଇଛି। ଦଇତାପତି, ପତିମହାପାତ୍ର ସେବକ, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରା ସହକାରେ ରାଜପ୍ରସାଦ ଶ୍ରୀନଅରକୁ ନେଇ ସେଠାରେ…
ଅଧିକ ଖବର ଦେଖନ୍ତୁ...

ନବଯୌବନ ଦର୍ଶନ ବ୍ୟବସ୍ଥା

ପୁରୀ : ଆସନ୍ତା ୨ ତାରିଖ ମହାପ୍ରଭୁଙ୍କ ନବ‌ଯୌବନ ଦର୍ଶନ ଦିନ ପରିମାଣିକ ଦର୍ଶନାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିମାଣିକ ଦର୍ଶନାର୍ଥୀମାନେ ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦକ୍ଷିଣଦ୍ବାର ଦେଇ ପ୍ରବେଶ କରିପାରିବେ। ସେହିଭଳି ଅପରାହ୍ନ ସାଢ଼େ ୩ଟାରୁ…
ଅଧିକ ଖବର ଦେଖନ୍ତୁ...

ଆସୁଛନ୍ତି ମହାବାହୁ

ଆଉ ମାତ୍ର ୩ ଦିନ ପରେ ଜଗତର ନାଥ କାଳିଆ ସାଆନ୍ତଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରୁଷୋତ୍ତମ କ୍ଷେତ୍ର। ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ପରମକାରୁଣିକ ମହାବାହୁଙ୍କ ଏହି ମାନବୀୟ ଲୀଳା ପାଇଁ। ଆଜି ଶ୍ରୀନଅରକୁ ‘ରାଜପ୍ରସାଦ ବିଜେ’…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ନୁହେଁ, ମାଉସୀ ମା’ ମନ୍ଦିର ଅର୍ଦ୍ଧାସନୀ

ଲୋକ କଥାରେ ରାଜ୍ୟ ତଥ୍ୟ ଅନ୍ୟପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି। ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ବନ୍ଦ୍ବ ରହିଥାଏ। ବିଶେଷ କରି ବଙ୍ଗୀୟ ପର୍ଯ୍ୟଟକମ‌ାନେ…
ଅଧିକ ଖବର ଦେଖନ୍ତୁ...

ଫୁଲରେ ଶ୍ରୀମନ୍ଦିର ସଜାଇବେ ଦିଲ୍ଲୀ ଭକ୍ତ : ୨୦୦ କାରିଗର କାମ କରିବେ, ଲାଗିବ ପ୍ରାୟ ୨୦ ଟ୍ରିପ୍‌ ଫୁଲ

ପୁରୀ : ଏଥର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରିବ ନାହିଁ, ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ ନେବେ। ଏହାର ସମସ୍ତ ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...